Latest Odisha News

BREAKING NEWS

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠା…

ସାହିତ୍ୟ ପତ୍ରିକା ‘ନିର୍ଭୟା’ ଉନ୍ମୋଚିତ

ପୁରୀ : ବିଶିଷ୍ଟ ସମାଜସେବୀ ତଥା କବୀ ଭବାନୀ ଭୂୟାଁଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା 'ନିର୍ଭୟା' ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି । ଏହା ସହ ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଙ୍କଳନ 'ଭାବରୂପ',ନନ୍ଦିତା ମହାନ୍ତିଙ୍କ ଅନୁଦିତ ଉପନ୍ୟାସ 'ଖେଳ' ଏବଂ ଶିବସୁନ୍ଦର…

ସୁରକ୍ଷାକର୍ମୀଙ୍କ ଗୁଳିଲେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଗତିବିଧିକୁ ପଣ୍ଡ କଲା ସୁରକ୍ଷାବଳ। ସୋମବାର ଜମ୍ମୁ-କାଶ୍ନୀର ପୁଞ୍ଛ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ। ମୃତକ ଜଣକ ପୁଞ୍ଛ ଜିଲ୍ଲାର ମୁନୀର ହୁସେନ ବୋଲି ଜଣାପଡି଼ଛି। ହୁସେନ ଜମ୍ମୁ…

ଭୂତ କୋଠି ପାଲଟିଛି ସରକାରୀ କୋଠା, କେବେ ହେବ କାର୍ଯ୍ୟକ୍ଷମ ?

ଖଡ଼ିଆଳ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ସରକାରୀ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଳୟ, ଷ୍ଟାପ କ୍ବାଟର ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସରକାରୀ କାମରେ ଆସି ଯୋଜନାର ସଫଳ କାର୍ଯ୍ୟ…

ଫେରି ଆସିଲେ କି ସୁଶାନ୍ତ ସିଂ ରାଜପୁତ..ସୋସିଆଲ ମିଡିଆରେ ଭାବବିହ୍ୱଳ କଲା ଏଇ ଫଟୋ

ନୂଆଦିଲ୍ଲୀ: ସେଇ ଆଖି… ସେଇ ଓଠ.. ସେଇ ଚାହାଣୀ..ସେଇ ସୁଶାନ୍ତ ସିଂ ରାଜପୁତ.. । ସେମିତି  ହସୁଛନ୍ତି । ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଆଖିରେ ଆଖିରେ ଅନେକ କିଛି କହି ଯାଉଛନ୍ତି.. । ସତରେ କ’ଣ ଫ୍ୟାନ୍ସଙ୍କ ଦୁଃଖ ଆଉ ସହି ପାରିଲେନି, ଆରପାରିରୁ ଜୀବନ୍ୟାସ ନେଇ   ଫେରି ଆସିଲେ ସୁଶାନ୍ତ ? ନା…

ଭାରତରେ ୩,୬୮୨କୁ ବୃ‌ଦ୍ଧି ପାଇଲା ବାଘ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ବ୍ୟାଘ୍ର ସଂଖ୍ୟା। ସୋମବାର ଲୋକସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହାର ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଭାରତରେ ୩,୬୮୨କୁ ବୃ‌ଦ୍ଧି ପାଇଛି ବାଘ ସଂଖ୍ୟା। ୨୦୦୬ ରେ ଦେଶରେ ୧୪୧୧ ବାଘ…

ସିକିମରେ ରାଲି ବେଳେ ହିଂସା, ପୋଲିସ ଉପରେ ବିକ୍ଷୋଭକାରୀଙ୍କ ଟେକାମାଡ଼

ଗାଙ୍ଗଟକ୍‌: ସିକିମର ନାମଚି ସହରରେ ଛାତ୍ର ନେତା ପଦମ୍ ଗୁରୁଙ୍ଗଙ୍କ  ରହସ୍ୟମୟ ମୃତ୍ୟୁ ପରେ ନ୍ୟାୟ ପ୍ରଦାନ ଦାବିରେ ଏକ ବିଶାଳ ସମାବେଶ କରାଯାଇଥିଲା। ଏହି ସମୟରେ ବିକ୍ଷୋଭ ରାଲିଟି ହିଂସାର ରୂପ ନେଇଥିଲା। ୨୧ ବର୍ଷୀୟ ଯୁବ ନେତାଙ୍କ ରହସ୍ୟମୟ ମୃତ୍ୟୁରେ ଶୀଘ୍ର ନ୍ୟାୟ ଦାବିରେ…

ରହସ୍ୟମୟୀ ମନ୍ଦିର! ଯେଉଁଠି ପ୍ରତିଦିନ ରୂପ ବଦଳାନ୍ତି ଠାକୁରାଣୀ

ଡେରାଡୁନ; ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିର ଗୁଡ଼ିକର ଅଭାବ ନାହିଁ। ଏହି ରହସ୍ୟମୟ ମନ୍ଦିରଗୁଡ଼ିକର ଇତିହାସ ବି କାହାକୁ ମଧ୍ୟ ଜଣାନାହିଁ । ଏହିପରି ଗୋଟିଏ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରତିଦିନ ଏକ ଚମତ୍କାର ଘଟଣା ଘଟେ ।…

ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ବିବୃତି ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ମୋଦି ସରକାର ବିରୋଧରେ ଗତ ୯ ବର୍ଷରେ ଏହା ହେଉଛି ଦ୍ଵିତୀୟ ଅନାସ୍ଥା ପ୍ରସ୍ତାବ । ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି । ଚର୍ଚ୍ଚା ପାଇଁ…

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ସୂଚନା ମୁତାବକ, ଓଡ଼ିଶା…