ପ୍ରଥମ ଟି୨୦ : ଭାରତ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ
ଟାରୋଉବା: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ରୋଭମ୍ୟାନ ପାୱେଲ ଓ ନିକୋଲସ ପୂରନଙ୍କ ଭଲ ବ୍ୟାଟିଂ ଯୋଗୁ ଆଭରେଜ ସ୍କୋର କରିପାରିଥିଲା । ପାୱେଲ ୪୮ ଓ…