ଅଦରକାରୀ ମାଠିଆରେ ହେଉଛି ଛତୁ ଚାଷ
ନୂଆଦିଲ୍ଲୀ: ଆପଣ କେବେ ଘରେ ସହଜରେ ଉପଲବ୍ଧ ହୋଇପାରୁଥିବା ମାଟି ହାଣ୍ଡିରେ ଜୈବିକ ସାର ରେ ଛତୁ ଚାଷ ପାଇଁ ଚିନ୍ତା କରିଛନ୍ତି କି? ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ସହଜରେ ହୋଇପାରୁଛି ଛତୁ ଚାଷ ।…