କେନ୍ଦ୍ରର ନିର୍ଦ୍ଦେଶ ପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍ସିଡି ଆକାଉଣ୍ଟିଂ ଓ ଦେୟ ପୈଠ ଉପରେ ନଜର ରଖ
ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଡିସ୍କମ୍ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା…