Latest Odisha News

BREAKING NEWS

ଇସ୍ରୋର ବଡ଼ ସଫଳତା, ଛଅ ସହଯାତ୍ରୀ ଉପଗ୍ରହ ସହିତ ମହାକାଶକୁ ଗଲା PSLV-C56

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର ସାରରୁ ଇସ୍ରୋ ଆଜି ସକାଳ 6ଟା 30ରେ 6ଟି ସହ-ଯାତ୍ରୀ ଉପଗ୍ରହ ସହିତ PSLV-C56 ଉତକ୍ଷେପଣ କରିଛି। ଏହା ହେଉଛି PSLVର 58 ତମ ବିମାନ। ଏହା ଏକ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁ ଗିରଫ ହେବା ପରେ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ମୂଳ ବାସିନ୍ଦା ଗୋବିନ୍ଦ ତ୍ରିପାଠୀ କନ୍ଧମାଳ ଜିଲ୍ଲା ସିରସିପଙ୍ଗା…

ଆପ୍ ପାଇଁ କାହିଁକି ଖଡ଼ଗେ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ କ୍ରମାଗତ ଭାବରେ ଅଶାନ୍ତ ହୋଇପଡିଛି ଏବଂ ଅଦ୍ୟାବଧି ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିପାରି ନାହିଁ। ଆସନ୍ତା ସପ୍ତାହରେ ଦିଲ୍ଲୀ ସହ ଜଡିତ ଅର୍ଡିନାନ୍ସ ବଦଳରେ ସଂସଦରେ ଆଣିବାକୁ ଥିବା ବିଲ୍ ସହ ଜଡିତ ଥିବାରୁ ଆସନ୍ତା ସପ୍ତାହରେ ଗୃହର ପ୍ରକ୍ରିୟା ଉପରେ…

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ, ନିନ୍ଦା କଲା ଅଭିଭାବକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଛି ଅଭିଭାବକ ସଂଘ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଅଧ୍ୟାପକ ଖାଲି ପଡିବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଖୋଦ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ…

ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, କାହାକୁ ସମର୍ଥନ କରିବେ ନବୀନ?

ଭୁବନେଶ୍ୱର: ସଂସଦରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ। ଏନଡିଏ ସରକାର ଲୋକସଭାରେ ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଥିଲେ ମଧ୍ୟ ରାଜ୍ୟସଭା ମାଧ୍ୟମରେ ଦିଲ୍ଲୀ ବିଲ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହାରି ଭିତରେ ଆନ୍ଧ୍ରପ୍ରଦେଶର ଶାସକ ଦଳ…

ପାରିବାରିକ କଳହର କରୁଣ ପରିଣତି, ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ

ଯାଜପୁର: ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର ତୀରରେ ବଡ଼ ଭାଇ ହତ୍ୟାର ଶିକାର ହୋଇଛି। ଶନିବାର କାଳିଆପାଣି ଥାନା ଅନ୍ତର୍ଗତ ଅଶୋକଝର ଗ୍ରାମର 30 ବର୍ଷୀୟ ବୁଲୁ ପ୍ରଧାନଙ୍କ ସହ ତାଙ୍କ ସାନ ଭାଇ ଦୁର୍ଲଭ ପ୍ରଧାନଙ୍କ ମଧ୍ୟରେ ଦିନ ଦ୍ୱିପ୍ରହରରେ କୌଣସି ପାରିବାରିକ କଥାକୁ ନେଇ ବଚସା…

ଡକ୍ଟର ପତିତପାବନ ମହାନ୍ତି ହେଲେ ‘ନିର୍‌ତାର’ର ନିର୍ଦ୍ଦେଶକ

କଟକ: କେନ୍ଦ୍ର ସରକାରଙ୍କ ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ଅଧୀନ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିୟମିତ ନିର୍ଦ୍ଦେଶକ ରୂପେ ଡକ୍ଟର ପତିତପାବନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ଶୁକ୍ରବାର କେନ୍ଦ୍ର…

ସେକ୍ସ ପ୍ରତି ବିବାହିତ ଯୋଡିଙ୍କ କମୁଛି ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ…

ସିଗାରେଟ୍ ବାବାଙ୍କ ନିକଟରେ ଭିଡ଼: ଗୋଟେ ସିଗାରେଟ୍ ଦେଲେ ପୂରଣ ହୁଏ ମନସ୍କାମନା

ଲକ୍ଷେ୍ନା÷: ଅନେକ ପ୍ରେମ କାହାଣୀ ବିଷୟରେ ଆପଣ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଏବେ ନିଜ ପ୍ରେମକୁ ପାଇବାକୁ ପ୍ରେମୀ ଯୁଗଳଙ୍କଠାରୁ ଆରମ୍ଭ କରି ବିବାହିତମାନେ ଲକ୍ଷେ୍ନା÷ରେ ଥିବା ଏକ ସମାଧିସ୍ଥଳରେ ଭିଡ଼ ଜମାଉଛନ୍ତି । ଏହାର…

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…