ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୬)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଗେଟ୍ ପାଖରେ ପହଞ୍ଚିବା ମାତ୍ରେ ସିଡ଼୍ ଓ ରୋହାନ୍କୁ ସେ କୋଳେଇ ନେଇ ଭାବ ପ୍ରବଣତାରେ କାନ୍ଦି ପକାଇଲେ । ଏତେ ସମୟର ଦୀର୍ଘ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ପରେ ମିଃ. ପରିମଲ୍ଙ୍କ ପଛପଟେ…