ଆଉ ଜଣେ ନକଲି ଡାକ୍ତରକୁ ଖୋଜୁଛି ପୋଲିସ, ଧରାପଡିବା ଭୟରେ ମୋବାଇଲ୍ ସୁଇଚ୍ ଅଫ୍ ରଖିଛି
କଟକ: ନିକଟରେ ନକଲି ଡାକ୍ତରଙ୍କ ଖୁଲାସା ପରେ କଟକରେ ଦ୍ୱିତୀୟ ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଡାକ୍ତର ଜଣକ ଫେରାର ଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ଡାକ୍ତର ବିଭିନ୍ନ…