Latest Odisha News

BREAKING NEWS

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଶେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ…

ମଣିପୁରରେ ପୁଣି ହିଂସା: ଗତ ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ୯ ଗିରଫ

ଇମ୍ଫାଲ: ଗତ କିଛି ଦିନ ହେବ ଶାନ୍ତ ଥିଲା ମଣିପୁର। କିନ୍ତୁ ଏବେ ପୁଣିଥରେ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସିଛି। ପୂର୍ବ ଇମ୍ଫାଲର ସାଓମ୍ବାଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣଙ୍କ…

ମାତ୍ରାଧିକ ଭିଟାମିନ-D ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର କାରଣ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି'ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଖୁବ୍‌ ଶୀଘ୍ର ତାଙ୍କୁ ତୋ ସହ କଥା କରେଇଦେବି । ସେ ବି ବହୁତ ବ୍ୟସ୍ତ ହେଉଥିଲେ । ଆଚ୍ଛା, ସିଡ଼୍‌କୁ ଟିକେ ଫୋନ୍ ଦେଲୁ ।” ସିଡ଼୍ ଆସି ମା’ଙ୍କ ସହ କଥା ହୋଇ ଫେରିବା ପରେ ବୀରାର ସେବା କରୁଥିବା ନର୍ସ ଜଣକ…

ସନେଟ : ଭୋକ

ରବି ପଣ୍ଡା ଆକାଶେ ନିଦାଘ ଖରା, ମାଟିରେ ବି ନିଆଁ ପରି ତାତି ପବନ ବି ଧରିବସେ ଅତିରିକ୍ତ ଡହକର ଢେଉ ନିଆଁର ନିଆରା ଥାଟ୍ଟେ ପ୍ରୁଥିବୀଟା ଜଳୁଛି ଯେମିତି ତା’ ସହିତ ଭୋକ ଜଳେ, ଜଳାଏ ତା’ ହୁତାଶନ ଦାଉ। ମୋ’ ଭୋକକୁ ତୁଲାଇବା ଲାଗି,ଦେଖ, ୟେ’ ପଇଡ, ଆଣିଛି ହାଡୁଆ କାନ୍ଧରେ ବୋହି,…

ଶିକ୍ଷା ଓ ଅନୁସନ୍ଧାନ- ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗରେ

ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି । ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ…

ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବେ ବ୍ୟବସାୟୀ

ଭୁବନେଶ୍ୱର: ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ। ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ। ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ଘନେଇଛି ବିବାଦ। ଏନେଇ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ମାର୍କେଟ ବିଲ୍ଡିଂ ପରିସରରେ ଥିବା…

କମିଶନରେଟ୍ ପୋଲିସର ସେଫ୍ ସିଟି ଡ୍ରାଇଭ୍, ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ କ୍ୟାପିଟାଲ,…

ଭାଷା ଭାଗବତ : ଲେଖା ଓ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବକ୍ତବ୍ୟାଂଶକୁ କରି ଆଳ ବ୍ୟକ୍ତି ସହିତ ଗଂଡଗୋଳ କରିବା ଭଳି ଏକ ଖେଳ କରୁଛି ଭାଷାକୁ ଦୁର୍ବଳ ବ୍ୟକ୍ତିର ବହୁବିଧ କାର୍ଯ ଅନୁଶୀଳନ ପାଇଁ ଧୈର୍ଯ ହେଲେ ହେଁ ଖୁବ୍‌ ଆବଶ୍ୟକ ବୁଝଂତିନାହିଁ ଆମ ଲୋକ କଥାରୁ ଖିଅ ବାଛି,…