ନାଡା ପକ୍ଷରୁ ଭିନେଶଙ୍କୁ ନୋଟିସ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରେସଲର ଭିନେଶ ଫୋଗଟଙ୍କୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଭିନେଶ ଦେଇଥିବା ଠିକଣାରେ ସେମାନେ ତାଙ୍କୁ ପାଇ ନ ଥିଲେ । ଏହା ବ୍ୟତୀତ ଫୋନରେ ମଧ୍ୟ ଉପଲବ୍ଧ ନ ହେବାରୁ ଏହି ନୋଟିସ ଦିଆଯାଇଛି । ଭିନେଶ ଏବେ ବୁଡାପେଷ୍ଟ…