Latest Odisha News

BREAKING NEWS

୬ ବର୍ଷରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡରୁ ସର୍ବାଧିକ ଅନୁଦାନ ମିଳିଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଜାଣିବାକୁ…

ମହାନଦୀ ଜଳ ବିବାଦ ମାମଲା, ଅଧିକ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା

ନୂଆଦିଲ୍ଲୀ: ମହାନଦୀ ଜଳବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରୁଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ କମନ୍ ଫର୍ମାଟ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ ସମୟ ମାଗିଛନ୍ତି। ନିକଟରେ ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ଗସ୍ତ କରି ସ୍ଥିତି…

‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡ଼ି ହୋଇ ୫ଟି ସଚିବ…

ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହଯୋଗ କରିବେ ସରକାର, ମୁଖ୍ୟନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସରକାର ଗରିବ ପରିବାରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମ ପଢ଼ିବା ପାଇଁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର…

ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ କଳା ପୋଷାକ ପିନ୍ଧି ବିଜେପି କଲା ପ୍ରତିବାଦ

ଢେଙ୍କାନାଳ: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ଢେଙ୍କାନାଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ସଚିବ କ୍ଷମତାକୁ ଅପହରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖିଛନ୍ତି।…

ଇଏନ୍‌ଟି ସମସ୍ୟା ନିମନ୍ତେ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେଲା ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା

ଭୁବନେଶ୍ୱର: ଜନସାଧାରଣଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଧାରା ଅବ୍ୟାହତ ରଖି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗରେ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଏଣ୍ଡାସ୍କୋପି ଓ ଷ୍ଟ୍ରୋବୋସ୍କୋପି…

କୁଆଖାଇରେ ବୁଡ଼ି ଯାଇ ୨ ମୃତ, ୨ ଜଣ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି । ମଙ୍ଗଳବାର ଏ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ୮ ଜଣ ସାଙ୍ଗ ଭୁବନେଶ୍ୱରରୁ ବାଲିଅନ୍ତା ଥାନା ଅନ୍ତର୍ଗତ କୁଆଖାଇ ପଠାରେ…

୧୦୦ କୋଟି କ୍ଲବରେ ସାମିଲ ହେଲା ସତ୍ୟପ୍ରେମ କି କଥା

ମୁମ୍ବାଇ: ଗତ ୨୯ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ରିଲିଜ୍ ପରଠାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏବେ ଏହି…

କନ୍ୟାର ଅଜବ ସର୍ତ୍ତ: ୪ ହଜାରରୁ କମ୍ ମୂଲ୍ୟର ଉପହାର ଆଣିବାକୁ କଲେ ବାରଣ

ବ୍ରିଟେନ୍‌: ପ୍ରତ୍ୟେକ ବିବାହରେ ନିମନ୍ତ୍ରିତ ଅତିଥି ସାଙ୍ଗରେ କିଛି ଉପହାର ନେଇ ଯାଇଥାନ୍ତି । ସେହି ଉପହାରକୁ କନ୍ୟା ହାତରେ ଦେବା ସହ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ବୋଲି ବରକନ୍ୟାକୁ ଆଶିର୍ବାଦ ଦେଇଥାନ୍ତି । ଲୋକେ ନିଜ ସାମର୍ଥ୍ୟ ଅନୁଯାୟୀ ଉପହାର ଦେଇଥାନ୍ତି । ହେଲେ ବ୍ରିଟେନ୍‌ର ଜଣେ…