ହାତରେ ସିଗାରେଟ୍ ଧରି ଶୋ’ ହୋଷ୍ଟ କଲେ ସଲମାନ
ବମ୍ବେ: ବଲିଉଡ଼ର ଭାଇଜାନ୍ ତଥା ସଲମାନ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ବିଗ୍ବସ୍ ଓଟିଟି ସିଜିନ ୨ ଶୋକୁ ସଲମାନ ହାତରେ ସିଗାରେଟ୍ ଧରି ହୋଷ୍ଟ କରିଥିବା ନଜର ଆସିଛନ୍ତି । ଏହାର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଓ ଫଟୋ ଦେଖିବା ପରେ ଭାଇଜାନଙ୍କ ଏପରି…