Latest Odisha News

BREAKING NEWS

‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ : ୪ ହଜାର କୋଟି ଟଙ୍କାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ । ଆଜି ଏକ…

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି…

ପୁଣି ବିଜେଡିକୁ ଘେରିଲେ ସାଂସଦ, କହିଲେ ଏପରି ସରକାରକୁ ନେଇ ଆମେ ଲଜ୍ଜିତ

ଭୁବନେଶ୍ୱର:5ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସରକାରଙ୍କୁ ଘେରିଲା ବିଜେପି । ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଉପସ୍ଥିତ ରହିବା ଏବଂ ସମ୍ବୋଧନ ଦେବା ହାସ୍ୟସ୍ପଦ ବୋଲି ସେ…

ପୁସ୍ତକ ପରିଚୟ : ଇଉ ଡି କେସ ଓ ଅନ୍ୟାନ୍ୟ ଗଳ୍ପ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା U.D. CASE ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ବିଜୟ ପ୍ରଧାନ ପୃଷ୍ଠା ‐ ୧୬୮, ମୂଲ୍ୟ ‐ ଟ୧୩୦/- ମାତ୍ର ! ପ୍ରକାଶକ ‐ ଡୁଡୁଲି ପ୍ରୋସେସ୍ ଆଣ୍ଡ ଅଫସେଟ୍ ବିତରକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ଆଧୁନିକ ଓଡ଼ିଆ କଥାସାହିତ୍ୟର ଜଣେ ବର୍ଣ୍ଣିଳ…

ଆସନ୍ତୁ ଜାଣିବା ଭାରତର ପୁରୁଷ ନଦୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତରେ ପରିବେଶକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ । ସେଥିପାଇଁ ନଦୀ, ପର୍ବତ, ବୃକ୍ଷ ଓ ପଶୁ ପକ୍ଷୀ ଆମ ଧର୍ମ ସଂସ୍କୃତିରେ ପୂଜା ପାଇଥାନ୍ତି । ନଦୀକୁ ସର୍ବଦା ମାଆର ସମ୍ମାନ ଦିଆ ଯାଇଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବ୍ରହ୍ମପୁତ୍ରକୁ ପୁରୁଷ ନଦୀ କୁହାଯାଏ ।…

ଉତ୍ତର ଭାରତରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୪୧ ମୃତ, ଫସିଛନ୍ତି ୩,୦୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଉତ୍ତର ଭାରତ ଭାସୁଛି । ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣିର ସୁଅ । ସବୁଆଡେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ । ଯାତାୟାତ ପୂରା ଠପ ।  ଗତ ୨୪ ଘଣ୍ଟା ମଧ୍ୟର ୪୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହଶହ ଲୋକ ପାଣିଘରରେ । ବିଶେଷକରି ହିମାଚଳ ପ୍ରଦେଶ ଅବସ୍ଥା ଶୋଚନୀୟ…

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…

ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର

ନୂଆଦିଲ୍ଲୀ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ହେଲିକପ୍ଟର 9NMV । ହଠାତ ନେପାଳ ଆକାଶରେ ନିଖୋଜ ହୋଇଯାଇଛି ।  ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ ବୋଲି ଜଣାଯାଇଛି । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ…

ଭୁଲ ଦିଗରୁ ଆସି କାରକୁ ଧକ୍କା ଦେଲା ସ୍କୁଲ ବସ: ୬ ମୃତ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଗାଜିଆବାଦରେ ବଡ ଧରଣର ଦୁର୍ଘଟଣା । ସ୍କୁଲ ବସ୍ ସହ କାର ମୁହାଁମୁହିଁ  ଧକ୍କା  । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜଣେ ୮ ବର୍ଷ ଶିଶୁ ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଓ ମେରଠ…

ଟ୍ରେନ ଧକ୍କାରେ ୧୦ଫୁଟ ତଳକୁ ଛିଟିକି ପଡ଼ିଲା ମାଈହାତୀ; ଛଟପଟ ହୋଇ ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ  ମାଈ ହାତୀର ମୃତ୍ୟୁ  । ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ । ମାଈ ହାତୀ ଆମ୍ବଧରା ନାଳ ଏବଂ…