ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ ‘କରପଶନ ମୋବିଲାଇଜେସନ ଅଫିସ’-ବିଜେପି
ଭୁବନେଶ୍ୱର: ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ । ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏମିତି କହି ବିଜେଡି ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏପରିକି ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରୀ…