ଉପକାରି ଫଳ ସପୁରୀ, ଜାଣନ୍ତୁ ଏହାର ଔଷଧୀୟ ଗୁଣ
ବାଡି ବଗିଚାର ରସାଳ ଫଳ ହେଉଛି ସପୁରି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ହେଲେ ଆପଣଙ୍କୁ ଭିଟାମିନ୍-ସି ଯୁକ୍ତ ଫଳ ଖାଇବା ନିହାତି ଆବଶ୍ୟକ। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ…