ରାଜ୍ୟରେ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ, ପୂର୍ବ ବର୍ଷ ତୁଳନାରେ କମ୍
ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ସୋମବାର ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରୁ ୧୧ ହଜାର ୪୬୪ଟି ନମୁନା ପରୀକ୍ଷା ପରେ ମୋଟ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
କିନ୍ତୁ ଆଶ୍ବସ୍ତକିର କଥା ହେଲା ଗତବର୍ଷ ଏହି ସମୟ ମଧ୍ୟରେ ୫,୯୮୧ଟି ପରୀକ୍ଷା କରାଯାଇଥିବା…