Latest Odisha News

BREAKING NEWS

ଗୀତ ଗାଉଥିବା ବେଳେ ଚାର୍ଜ ହୋଇଗଲା ମାଇକ୍ରୋଫୋନ୍: ବିଦ୍ୟୁତ୍ ଆଘାତରେ ଗାୟିକାଙ୍କ ମୃତ୍ୟୁ

ପାଟନା: ବିବାହ ଉତ୍ସବରେ ଗୀତ ଗାଉଥିଲେ ଗାୟିକା। ହେଲେ ହଠାତ୍ ସେ ଧରିଥିବା ମାଇକ୍ରୋଫୋନ୍‌ରେ କରେଣ୍ଟ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ଗାୟିକାଙ୍କର ମୃତ୍ୟୁ ହୋଇଛି। ବିହାର ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ।…

ଓଡ଼ିଶା ହାଇକୋର୍ଟର ୫ ଆଇନଜୀବୀଙ୍କୁ ମିଳିଲା ବରିଷ୍ଠ ଆଇନଜୀବୀର ମାନ୍ୟତା

କଟକ: ଓଡ଼ିଶା ହାଇକୋର୍ଟର ୫ ଜଣ ଆଇନଜୀବୀ ବରିଷ୍ଠ ଆଇନଜୀବୀ ପଦକୁ ପଦୋନ୍ନତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଇନଜୀବୀ ମଧ୍ୟ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲିଧର ଏମାନଙ୍କୁ ପଦୋନ୍ନତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ପଦୋନ୍ନତି ପାଇଥିବା…

ପୁଣି ଭୟଙ୍କର ସଡ଼କୁ ଦୁର୍ଘଟଣା: ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ଟ୍ରକ, ୧୨ ମୃତ, ସମସ୍ତେ ବିବାହ ଉତ୍ସବକୁ ଯାଉଥିଲେ

ଦତିଆ: ଓଡ଼ିଶାର ଗଞ୍ଜାମ ପରେ ଏବେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ନିର୍ମାଣାଧିନ ପୋଲ ତଳକୁ ଯାତ୍ରୀବାହୀ ମିନି ଟ୍ରକ ତଳକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ…

ବିଶ୍ୱକପ ଖେଳିବା ପାଇଁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନୁମତି ମିଳିନି: ପିସିବି

ଲାହୋର: ଆଇସିସି ପକ୍ଷରୁ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବରେ ବିସିସିଆଇ ଓ ଆଇସିିସିକୁ ଚିନ୍ତାରେ ପକାଇଛି । ପିସିବି ପକ୍ଷରୁ କୁହାଯାଇଛି ଭାରତରେ ବିଶ୍ୱକପ ଖେଳିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନଓସି…

ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ବିଶିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଗୁରୁ ମିନତୀ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ…

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

ମମତା ବାନାର୍ଜୀଙ୍କ ଆଣ୍ଠୁ ଓ ଅଣ୍ଟା ଲିଗାମେଣ୍ଟରେ ଲାଗିଛି ଆଘାତ, ଘରେ ରହି ଚିକିତ୍ସିତ ହେବେ ପଶ୍ଚିମବଙ୍ଗ…

କୋଲକାତା: ଗତକାଲି ପାଗ ଖରାପ ଯୋଗୁ ଜରୁରୀ ଅବତରଣ କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହେଲିକପ୍ଟର। ପ୍ରବଳ ବର୍ଷାରେ ହେଲିକପ୍ଟରଟି ଜୋର୍‌ରେ ହଲିବାରୁ ପାଇଲ୍‌ଟ ଏହାକୁ ସେବକ ଏଯାରବେସ୍‌ରେ ଜରୁରୀ ଲ୍ୟାଣ୍ଡିଂ କରାଇଥିଲେ।  ହେଲେ ଏହି ସମୟରେ ମମତାଙ୍କ ବାମ ପଟ ଆଣ୍ଠୁ ଓ…

ଗୋଟିଏ ପଟେ ବର୍ଷାର ତାଣ୍ଡବ, ଅନ୍ୟପଟେ ବର୍ଷା ପାଇଁ ମୁଣ୍ଡ ପିଟୁଛି ଚାଷୀ

ନୁଆଦିଲ୍ଲୀ : ଦେଶକୁ ବିଳମ୍ବରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୭ଦିନ ବିଳମ୍ବରେ କେରଳ ଛୁଇଁଥିଲା ମୌସୁମୀ । ବିଳମ୍ବ ସତ୍ତ୍ୱେ ମଧ୍ୟ ଦେଶରେ ମୌସୁମୀ ତାର କରାଳ ରୁପ ଦେଖାଇବା ଆରମ୍ଭ କରିଛି । ଦେଶର ସମସ୍ତ ଭାଗକୁ ମୌସୁମୀ କବଳିତ କରିଥିଲେ ମଧ୍ୟ ଏବେବି ଦେଶର କେତେକାଂଶରେ…

ଦଶମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ ଭାଷାର ବିକୃତ ବନାନ; ତାତିଲେ ଅଞ୍ଚଳବାସୀ

ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ  ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର…

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ମାଲିକ ଆର୍‌.କେ ଅରୋରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ଚେୟାରମ୍ୟାନ୍‌ ଆର୍‌.କେ ଅରୋରା। ମନିଲଣ୍ଡରିଂ ନିରୋଧକ ଆଇନ୍‌(ପିଏମ୍‌ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସ୍‌ରୁ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା…