ପ୍ରେମିକଙ୍କ ବ୍ୟକ୍ତିଗତ ପାର୍ଟରେ ତାଲା ପକାଇଲେ ପ୍ରେମିକା : ବ୍ରେକଅପ୍ ପରେ ଚାବି ନେଇ ପଳାଇଲେ
ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି ।…