ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ ବିଜୟ ହାସଲ କଲା ଜିମ୍ବାୱେ
ହରାରେ: ଚଳିତ ଦିନିକିଆ ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ସୋମବାର ଜିମ୍ବାୱେ କ୍ରିକେଟ ଟିମ ଇତିହାସ ରଚିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୪୦୮ ରନର ବିଶାଳ ସ୍କୋର କରିଥିଲା । ୪୦୯ ରନର ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୦୪ ରନରେ ଅଲଆଉଟ…