ପୂରଣ କଲେ ସ୍ୱପ୍ନ : ବ୍ୟବସାୟ ଛାଡି କୁକୁର ପାଲଟିଗଲେ ଯୁବକ
ଜାପାନ: ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କେହି କେହି ଜୀବନରେ ଭଲ ଚାକିରି କରିବାକୁୁ ଚାହାଁନ୍ତି ତ ଆଉ କିଏ ବିଶ୍ୱ ଭ୍ରମଣ କରିବାକୁ ଚାହାନ୍ତି । କିଛି ଲୋକ ଆରାମଦାୟକ ଜୀବନ ବିତାଇବାକୁ ମଧ୍ୟ ସ୍ୱପ୍ନ ଦେଖନ୍ତି ତ ଆଉ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଜାପାନରେ ରହୁଥିବା ଜଣେ ଯୁବକଙ୍କ…