ଖରା ଛୁଟି ପରେ ସ୍କୁଲ ଖୋଲିବ ନା ବନ୍ଦ ରହିବ ନିଷ୍ପତ୍ତି ନେବେ ଜିଲ୍ଲାପାଳ
ଭୁବନେଶ୍ୱର: ୨୧ ତାରିଖରେ ଖରା ଛୁଟି ଖୋଲିବ। କିନ୍ତୁ ଏହାରି ଭିତରେ ପାଣିପାଗ ରିପୋର୍ଟ କହୁଛି ରାଜ୍ୟରେ ଆହୁରି ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅଧିକାଂଶ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତପମାତ୍ରା ୪୫ ଡିଗ୍ରୀ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ଆହୁରି ଜଟିଳ…