ରିଲିଜ୍ର ପ୍ରଥମ ଦିନ ପ୍ରାୟ ୧୫୦ କୋଟି ବ୍ୟବସାୟ କଲା ‘ଆଦିପୁରୁଷ’
ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜ୍ର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ପ୍ରଥମ ଦିନ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍ , ତାମିଲ, ଏବଂ କନ୍ନଡ…