ବିଜେଡି ନେତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ବାଇକରେ ଆସି ଗୁଳିଫୁଟାଇ ଫେରାର ହୋଇଗଲେ ଦୁର୍ବୁତ୍ତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା ଗୁଳିମାଡ । ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ରାତି ଅନ୍ଧାରରେ ବାଇକରେ ଆସି କାର କାଚ ଭାଙ୍ଗି ଗୁଳି କଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ…