ଜୁଲାଇ ୪ରେ ହେବ କୁସ୍ତି ମହାସଂଘର ନିର୍ବାଚନ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଜୁଲାଇ ୪ରେ ହେବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ କହିଛି । ଏଥିନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ସ୍ୱଚ୍ଛତାର ସହ କରିବା ପାଇଁ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ମହେଶ ମିତଲଙ୍କୁ ରିଟର୍ଣ୍ଣିଂ…