Latest Odisha News

BREAKING NEWS

ଫିଲ୍ମ ‘ଦି ଆର୍ଚିଜ୍’ ର ନୂଆ ପୋଷ୍ଟର ରିଲିଜ, ନଜର ଆସୁଛନ୍ତି ଅନେକ ଷ୍ଟାର କିଡ୍ସ

ମୁମ୍ବାଇ: ବଲିଉଡ ତାରକାଙ୍କ ପ୍ରଶଂସକମାନେ ଷ୍ଟାର କିଡ୍ସଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ଅପେକ୍ଷା କରନ୍ତି। ଷ୍ଟାର୍ କିଡ୍ସଙ୍କ ଫିଲ୍ମରୁ ପ୍ରଶଂସକମାନେ ଅନୁମାନ କରନ୍ତି ଯେ ନିଜ ପିତାମାତାଙ୍କ ପରି ଅଭିନୟ ଜଗତରେ ସେମାନେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବେ। ଗତ କିଛି ବର୍ଷ ଧରି…

ବଲିଉଡ କଣ୍ଠଶିଳ୍ପୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, କଟକ ମହିଳା ଥାନାରେ ଏତଲା

କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା କୋଲକାତା ନିବାସୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଯୁବତୀ। ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନାକୁ ଯାଇଥିଲେ, ସେଠାରୁ ମହିଳା ଥାନା ପଠାଇଥିଲା ପୋଲିସ। ଗାୟିକା…

ବାହାନଗାରେ ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କାଟ

ବାହାନଗା: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ଯଜ୍ଞ। ଏହି ସର୍ବଧର୍ମ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆସିଥିଲେ। କିନ୍ତୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ଆସିଥିବା ବେଳେ ହଠାତ ସଭାରେ ବିଦ୍ୟୁତ…

ବଢୁଛି ପରମାଣୁ ଅସ୍ତ୍ର ପ୍ରତିଯୋଗିତା: ସବୁଠୁ ଆଗରେ ଚୀନ, ପାକିସ୍ତାନ ପଛରେ ଭାରତ

ଷ୍ଟକହୋମ: ନିଜର ଦବଦବା ଜାହିର କରିବା ପାଇଁ ପୁଣି ଆରମ୍ଭ ହୋଇଯାଇଛି ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଯୋଗିତା । ବିଶେଷକରି ଚୀନର ପରମାଣ ଅସ୍ତ୍ର ସଂଖ୍ୟା ଯେପରି ଭାବେ ବୃଦ୍ଧି କରି ଚାଲିଛି ତାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଏପରି ଏକ ଚାଞ୍ଚଲ୍ୟକର ଖବର ଦେଇଛି ଷ୍ଟକହୋମ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌: ଭାରତ ଓ ଅଷ୍ଟ୍ରେଲିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ: ଗତକାଲି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନ୍‌ରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍‌ରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ଇଣ୍ଡିଆନ ଟିମ୍ ଦୁଃଖରେ ଥିବା ବେଳେ ଏବେ ଆଇସିସି ବେଡ଼ି ଉପରେ କୋରଡ଼ା ମରିଛି। ସ୍ଲୋ ଓଭର ରେଟିଂ…

ମୁକ୍ତା ଯୋଜନାରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ୧୮୩ କୋଟି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୪୨ଟି ସହରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି,…

ଆବାସ ଯୋଜନାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଖଡିଆଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେକ୍ସନର ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ଅଭିଯୁକ୍ତ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆବାସ ଯୋଜନାର ସେକ୍ସନରେ କନିଷ୍ଠ ଯନ୍ତ୍ରୀ ପଦବୀରେ…

କ୍ରିକେଟ ବିଶ୍ୱକପ୍‌ ୨୦୨୩: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁହାଁମୁହିଁ, କାହା ସହ କେବେ ଅଛି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟ ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇସିସି ଖୁବ୍‌ଶୀଘ୍ର ଏହା ତାଲିକା ଜାରି କରିପାରେ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଦୁଇ ଦେଶର ମ୍ୟାଚ୍‌ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି।…

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା'ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଆପଲ୍ ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ: ୨୦ ବର୍ଷର ଭାରତୀୟ ଛାତ୍ରୀଙ୍କୁ ପ୍ରଶଂସା କଲେ ଆପଲ୍ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଲ୍ ସିଇଓ ଟିମ୍ କୁକ୍ ଭାରତର ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ ବିଜେତା ଅସ୍ମି ଜୈନ ସହ ସାକ୍ଷାତ କରିଛନ୍ତି। ଅସ୍ମି ଜୈନ ସ୍ୱାସ୍ଥ୍ୟସେବା ଉପରେ ଏକ ଆପ୍ ପ୍ଲେଗ୍ରାଉଣ୍ଡ ତିଆରି କରି ଡବ୍ଲୁଡବ୍ଲୁଡିସି( WWDC)ପୁରସ୍କାର ଜିତିଛନ୍ତି। ତାଙ୍କୁ ମାତ୍ର ୨୦ ବର୍ଷ ବୟସ।…