ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଓ ସେବକ ଆଲୋଚନାର ଶେଷ ପ୍ରଯ୍ୟାୟରେ ଆମେ କିଛି ଏପରି ବିଷୟରେ ଆଲୋଚନା ଜାରି ରଖିଛେ, ଯାହା ସାଧାରଣ ଭାବରେ ମନରେ କିଛି ପ୍ରଶ୍ନ ସୃଷ୍ଟି କାରିଥାଏ। ଯଥା ଆମେ…