Latest Odisha News

BREAKING NEWS

ପ୍ରତାପ ସାମଲଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ୧୧.୩୫ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରତାପ ଓ ତାଙ୍କ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଆଟାଚ୍ ହୋଇଛି । ୨୦୨୧  ନଭେମ୍ବର ୧୦ ତାରିଖରେ…

ରାଜଧାନୀରେ ରହିପାରିବେନି ନିଶା ବେପାରୀ, କମିସନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ନିଶା କାରବାରର ମୁକାବିଲା ପାଇଁ କମିସନରେଟ୍ ପୁଲିସ ଘୋଷଣା କରିଛି ଯେ, ନିଶା ବେପାରୀମାନେ ଆଉ ରାଜଧାନୀରେ ରହିପାରିବେ ନାହିଁ। କୌଣସି ବ୍ୟକ୍ତି ଯଦି ଡ୍ରଗ୍ସ ବିକ୍ରି କରୁଥିବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଛଅ ମାସ ପାଇଁ ରାଜଧାନୀରୁ ବାହାରେ ରହିବେ।…

ଡବ୍ଲ୍ୟୁଟିସି ଫାଇନାଲରେ ଡ୍ୟୁକ ବଲ ଭାରତକୁ ଅସୁବିଧାରେ ପକାଇପାରେ

ନୂଆଦିଲ୍ଲୀ: ଓଭାଲରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଡ୍ୟୁକ ବଲର ବ୍ୟବହାର ହେବ । ଭାରତର ଅଧିକାଂଶ ଖେଳାଳି ଏବେ ଆଇପିଏଲ ଖେଳି ଆସିଛନ୍ତି । ସେଠାରେ ନାଲି ବଲରେ ସେମାନେ ଅଭ୍ୟାସ କରୁଥିଲେ । ଗତ ସଂସ୍କରଣରେ ମଧ୍ୟ ଭାରତୀୟ ବୋଲର…

ଦଳ ଛାଡିବେ ଅସନ୍ତୁଷ୍ଟ: ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ପରେ ତେଜିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପ୍ରାୟ ୮୦ ପ୍ରତିଶତ ନେତୃତ୍ୱ ଦଳରୁ ବାହାରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାରେ ରାବଣ ରାଜର…

ବନ୍ଧନ ବ୍ୟାଙ୍କ ମ୍ୟାନେଜର ସାଇବର ଠକେଇର ଶିକାର, ଜମତରାରୁ ଗିରଫ ହେଲା ଅଭିଯୁକ୍ତ

ଅନୁଗୁଳ: ବନ୍ଧନ ବ୍ୟାଙ୍କର ମ୍ୟାନେଜରଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୁରୁବାର ଝାଡ଼ଖଣ୍ଡରେ ଜଣେ ସାଇବର ଠକ ଧରାପଡ଼ିଛି। ଝାଡ଼ଖଣ୍ଡର ଜମତରା ଅଞ୍ଚଳରେ ଅନୁଗୁଳ ପୁଲିସ ଟିମ୍ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ଏବେ ଓଡ଼ିଶା ଫେରାଇ ଅଣାଯାଉଛି। ଜମତରା ସାଇବର କ୍ରାଇମ୍ ବ୍ରାଞ୍ଚ…

ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ…

ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର…

ଏସଏଚଜି ଅଧ୍ୟକ୍ଷା ଓ ସ୍ୱାମୀଙ୍କ ୧୫ ଲକ୍ଷ ଟଙ୍କାର ଅର୍ଥ ଆତ୍ମସାତ, ଗଣଆତ୍ମହତ୍ୟା ଧମକ ଦେଲେ ମହିଳା

ଢେଙ୍କାନାଳ: କାମାକ୍ଷାନଗର ଥାନା ଅନ୍ତର୍ଗତ ବିଜଡିହି ଗାଁରେ ଏକ ଠକେଇ ସାମ୍ନାକୁ ଆସିଛି। ଏସ୍ଏଚଜିର ସଭାନେତ୍ରୀ ମମତା ସାହୁ ଓ ତାଙ୍କ ସ୍ୱାମୀ ଦୁଷ୍ମନ୍ତ ସାହୁ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଠକେଇ ମାମଲା ସାମ୍ନାକୁ ଆସିବା ପରେ ସ୍ୱୟଂ…

ସ୍ୱାମୀଙ୍କ ମୃତ୍ୟୁର ୧୬ ମାସ ପରେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା; ପୁରା ଘଟଣା ଶୁଣିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୬ମାସ ପରେ ଆଇବିଏଫ ସହାୟତାରେ ୨ୟ ସନ୍ତାନ ଜନ୍ମ ଦେଇଛନ୍ତି ।  ଜଦସିପ ସୁମଲ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀ ଅମନଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ୧୬ ମାସ ପରେ ଅର୍ଥାତ ୯ ଏପ୍ରିଲର ଜସଦୀପ…

ନ୍ୟାୟ ପାଇଁ ସ୍ବାମୀ କାର ଆଗରେ ଶୋଇପଡ଼ିଲା ସ୍ତ୍ରୀ

ପୁରୀ: ଗୋପ ବ୍ଳକ ପରିସରରେ ଗୁରୁବାର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି, ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଗାଡି ଆଗରେ ଶୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ମହିଳା ଜଣକ କାକଟପୁର ଥାନା…