Latest Odisha News

BREAKING NEWS

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:tସଭିଏଁ ପଢିବେ..ସଭିଏଁ ବଢିବେ ଏହି ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟର ସମିସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।   ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା…

ପଥର ଖାଦାନରେ ଦୁର୍ଘଟଣା; ଶିଶୁ ଶ୍ରମିକ ସମେତ ୩ ମୃତ

ଯାଜପୁର: ପଥର ଖାଦାନରେ ଦୁର୍ଘଟଣା । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଚାପି ହୋଇଗଲେ ଶ୍ରମିକ । ଫଳରେ ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି  ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ  । ରଙ୍ଗା, ଗଙ୍ଗା ଲୁଣିବର କଳା ପଥର…

ଅଟୋ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,୨ଗୁରୁତର

ପୁରୀ : କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋରେ ପିଟିଲା ବାଇକ୍‌ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ…

ଅମିତ ଗର୍ଗ ହେଲେ ଟିପିଏସ୍‌ଓଡିଏଲ୍‌ ନୂଆ ସିଇଓ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହେଲେ ଅମିତ ଗର୍ଗ।  ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ। ୨୦୨୩…

ଧ୍ୱନ୍ୟାତ୍ୱକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କଇଁକଇଁ ଧଡ଼ଧଡ଼ ଖଡ଼ଖାଡ଼ ସାଇଁସାଇଁ ଖସ୍‌ଖାସ୍ ସିରିସିରି ମଡ଼୍‌ମଡ଼୍ ଢାଉଁଢାଁଉଁ ଫଟ୍‌ଫଟ୍ ଡିବିଡିବି ଠକ୍‌ଠକ୍ ଛୁକ୍‌ଛୁକ୍‌ ଠନ୍‌ଠନ୍ ଝାଇଁଝାଇଁ ଗଁ ଗଁ ଠୁକୁଠୁକୁ ସୁସୁ ଧୂମ୍‌ଧାମ୍‌ ସମୋଚ୍ଚାରିତ ଶବ୍ଦ ଅଂସ - କାନ୍ଧ ଚୁଡ଼ା -…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ତା'ର ପରିବାର ଓ ସାଙ୍ଗ ସାଥୀଙ୍କ ସହିତ ଏମିତି ଗୋଟେ ସରଳ, ଚିନ୍ତାମୁକ୍ତ ଓ ହସଖୁସି ଭରା ସମୟ ବିତେଇବାକୁ ଇଚ୍ଛା କରିଆସିଛି ଯେଉଁଠି କୌଣସି ଜଟିଳତା କି କାହାଠୁ କିଛି ପ୍ରତ୍ୟାଶା ନଥାଏ । ତା' ଭିତରେ…

କବିତା : ପ୍ରିୟ କାଳ

ପ୍ରଳୟ ନାୟକ  ତୁମେ ସମୁଦ୍ରେ ସମୁଦ୍ର ଆଉ ମୁଁ ନିରିମାଖୀ ପଥହରା ଶୋଷ ତୁମେ ସତ୍ୟ ଚିରନ୍ତନ ଆଉ ମୁଁ ଖାଲି ଭିଖାରୀଟେ ଟୋପେ ଭାବ ଅବଶେଷ , ଅନନ୍ତ ମୋ ଆକୁଳ ପ୍ରାର୍ଥନା ତୁମେ ଆହେ ଶୁଣିକି ପାରୁନା …….? ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା ଦିନ ଯାଏ ଦିନ ଆସେ ଏପଟ ସେପଟ…

ଭାଷା ଭାଗବତ : ନିତିଦିନିଆ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବଳ ପ୍ରତିକ୍ରିୟା ଦେଇ ଖଟରେ ତକିଆ ପକାଇ ଯେ ପାରେ ନିଦକରେ ଶୋଇ ସେ ପରା ଆମ ଜ୍ଞାତି ଭାଇ ଯାହା ନିତିଦିନିଆ କାମ ତହିଁରେ ଯୋଡ଼ିଲେ ବିରାମ କାମ କେବେ ପାରେନି ସରି ଘୁଂଚେନି ବିଚିତ୍ର ବେମାରି ଏଠି ବା ସେଠି ମନୋଭାବ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀମାନଙ୍କ ଭିତରେ ଏହି ତଡଉ କରଣ ସେବାଟି ଅତ୍ୟନ୍ତ, ଗୁରୁତ୍ୱ ପୂର୍ଣ୍ଣ ସେବା ଶ୍ରୀଜୀଉମାନଙ୍କ ଦ୍ୱାର ଫିଟା ନୀତି ପୂର୍ବରୁ ଆରମ୍ଭ ହୋଇ, ପହୁଡ଼ ପର୍ଯ୍ୟନ୍ତ…

ପୁରୁଷ ମାନଙ୍କ ପାଇଁ ସ୍କିନ୍‌ ଟ୍ରିଟ୍‌ମେଣ୍ଟ, ବୟସ ବୃଦ୍ଧି ହେଲେବି ଚମକିବ ତ୍ୱଚା

ବ୍ୟସ୍ତ ବହୁଳ ଜୀବନରେ ଆମ ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏହି ବ୍ୟସ୍ତତା ଭିତରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନାହାଁନ୍ତି । ଏଥିସହ ଆମ ଶରୀର ପାଇଁ ସଠିକ୍‌ ସମୟରେ ଖାଦ୍ୟପେୟ ମଧ୍ୟ ନିହାତି ଜରୁରୀ । ବୟସ ବୃଦ୍ଧି ସାଙ୍ଗକୁ ଆମ ତ୍ୱଚାରେ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି…