ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଲେ ଯୁବକ
ସିଓଲୋ: ମଝି ଆକାଶରେ ଉଡୁଥିଲା ବିମାନ । ହଠାତ ଘଟିଲା ଅଘଟଣ । ଜଣେ ଯାତ୍ରୀ ହଠାତ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଏସିଆନ ଏୟାର ଲାଇନ୍ସରେ । ଅବଶ୍ୟ ବିମାନ ନିରାପଦରେ ଅବତରଣ କରିଛି । ତେବେ ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ…