‘ଖତରୋଁ କି ଖିଲାଡି’ ଶୋରୁ ବିଦାୟ ନେଲେ ରୋହିତ ରଏ
ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ହେଉଛି ଖତରୋଁ କି ଖିଲାଡି । ଏହି ଶୋରେ ଭାଗ ନେଇ ଷ୍ଟଣ୍ଟ ଦେଖାଇବାକୁ ଅନେକ ସେଲିବ୍ରିଟ୍ ଇଛା କରିଥାନ୍ତି । କିନ୍ତୁ ନିକଟରେ ଅଭିନେତା ରୋହିତ ରଏ ଷ୍ଟଣ୍ଟ କରୁଥିବା ବେଳେ ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ସେ ଏହି ଶୋରୁ…