Latest Odisha News

BREAKING NEWS

ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା…

୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା…

କୋରାପୁଟ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜୟପୁର: ଅଣ୍ଡା ମାଡ଼ର ଶିକାର ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ବିଧାୟକ…

କଥା ଦେଇଥିଲ, କଥା ରଖ-ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲl ମୁସଲିମ ସଂଗଠନ

ନୂଆଦିଲ୍ଲୀ:କଥା ଦେଇଥିଲ, କଥା ରଖ । ନ ହେଲେ ଆରଥରକୁ ଭୋଗିବ । କଂଗ୍ରେସକୁ ଏମିତି ଚେତାବନୀ ଦେଇଛନ୍ତି ମୁସଲିମ ଧର୍ମୀୟ ସଂଗଠନ । ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ମୁସଲିମ ସଂପ୍ରଦାୟର ବଡ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦ । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ…

 ୟୁପିଏସସି ରେଜଲ୍ଟ: ଆଇଏଏସ ତାଲିକାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା

ଭୁବନେଶ୍ୱର:  ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଆଇଏଏସ ତାଲିକାରେ ଟପ୍ପର ତାଲିକାରେ ଝିଅ ଥିବାବେଳେ ୨, ୩ ଓ ୪ର୍ଥ ସ୍ଥାନ ମଧ୍ୟ ଝିଅମାନେ ଛଡ଼ାଇ ନେଇଛନ୍ତି ।  ଆଇଏଏସ ତାଲିକାରେ ୪୨ ତମ ରାଙ୍କରେ ଓଡ଼ିଶାର…

IAS ପରୀକ୍ଷାରେ ଚମକିଲେ ଝିଅ; ଛଡ଼ାଇନେଲେ ଶ୍ରେଷ୍ଠ ୪ ତାଲିକା, ଇଶିତା କିଶୋର ଟପ୍ପର

ଭୁବନେଶ୍ୱର: -ପ୍ରକାଶ ପାଇଲା  UPSC ପରିଚାଳିତ IAS ରେଜଲ୍ଟ  । ମେରିଟ ଲିଷ୍ଟରେ ଇଶିତା କିଶୋର ହୋଇଛନ୍ତି ଟପ୍ପର ।  ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଏବଂ ୩ୟରେ ଉମା ହାରାଥି ଏନ୍‌ ଥିବା ଜଣାଯାଇଛି । ଏହାର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ  upsc.gov.in.କୁ ଯାଇ…

ଏହିସବୁ ସରକାରୀ ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ; କଳା ଓ ବିଜ୍ଞାନରେ ନାମ ଲେଖାଇବେ ପିଲା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏନେଇ   ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ରାଜ୍ୟ…

ସ୍ୱଳ୍ପ ଗଳ୍ପ : ଡ୍ୟୁଡୋରେଣ୍ଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯ ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ। ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ "ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା " ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ…

ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ ଚଳାଇଛି ଇରାନ, ସାଟେଲାଇଟ ଚିତ୍ରରେ ଖୁଲାସା

ତେହେରାନ: ଇସ୍ରାଏଲ ଓ ଆମେରିକାକୁ ଲୁଚାଇ ଇରାନ ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟରେ ଲାଗିଛି । ସାଟେଲାଇନ ଚିତ୍ରରୁ ଏହି ଖୁଲାସା ହୋଇଛି । ଇରାନର ନ୍ୟୁକ୍ଲିୟର ସାଇଟଠାରୁ କିଛି ଦୂରରେ ଥିବା ପାହାଡିଆ ଅଂଚଳରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲ…

ଟ୍ରକରେ ବସି ରାତିରେ ବୁଲିଲେ, ଡ୍ରାଇଭରଙ୍କ ‘ମନ କୀ ବାତ୍’ ଶୁଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲଙ୍କ ନୂଆ ଅବତାର । ଏବେ ଟ୍ରକ ଯାତ୍ରୀ ଭାବେ ଦେଖିବାକୁ ମିଳିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିଲ୍ଲୀରୁ ଟ୍ରକରେ ବସି ରାହୁଲ ଗାନ୍ଧୀ ଚଣ୍ଡିଗଡ ଉଦ୍ଦେଶ୍ୟରେ ବାହାରିଥିଲେ । ଅମ୍ବାଲରେ ଓହ୍ଲାଇଥିଲେ । ସେଠାରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ ।ତାଙ୍କ…