Latest Odisha News

BREAKING NEWS

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗଞ୍ଜେଇ ନିଷେଧ ଉପରେ ଏକ ଚିଠି ଲେଖିଛି। ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର…

ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ଠିକାଦାର ସ୍ୱାମୀ ବିଡିଓଙ୍କ ଦସ୍ତଖତ ଜାଲିଆତି କରି ଗିରଫ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୁଲିସ ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଯିଏକି ଜଣେ ଠିକାଦାର ତାଙ୍କ ବିରୋଧରେ ଆଇପିସିର ଧାରା ୪୨୦ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଦସ୍ତଖତ ଜାଲିଆତି କରି ଠିକାଦାର ୧୫ ଲକ୍ଷ…

ଆଜି ଜଳୁଛି ରାଜଧାନୀ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ଜଳୁଛି ରାଜଧାନୀ ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ଡ଼ିଗ୍ରୀ ଛୁଇଁଛି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି ।  ଆଜି ଦିନର ଆଦ୍ରତା ୩୧%  ରେକର୍ଡ କରାଯାଇଛି ।  ଆଜି ଦିନ ସାଢେ ୧୧ଟା ସୁଦ୍ଧା ୬ ସହରର ତାପମାତ୍ରା ୩୫ ଡିଗ୍ରୀ…

ମୁମ୍ବାଇରେ ବିସ୍ଫୋରଣର ମିଥ୍ୟା ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇ ପୋଲିସ ବିସ୍ଫୋରଣ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ସେ ଟୁଇଟରରେ ମୁମ୍ବାଇକୁ ବିସ୍ଫୋରଣ କରି ଉଡାଇଦେବି ବୋଲି ଲେଖିଥିଲା । ଏହି ପୋଷ୍ଟ ପୋଲିସର ନିଦ ହଜେଇ ଦେଇଥିଲା । ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି…

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ 'ଗୋଲଡେନ ବାବା' ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍ ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ…

ପୁସ୍ତକ ପରିଚୟ : ନୀଳ ଅନୁରାଗ

କବିତା ସଙ୍କଳନ : ନୀଳ ଅନୁରାଗ କବି : କୃଷ୍ଣଚନ୍ଦ୍ର ମହଲା ପ୍ରକାଶକ : ମାରୁତି ପ୍ରିଣ୍ଟେକ୍ ଇଣ୍ଡଷ୍ଟ୍ରି ପୃଷ୍ଠା : ୧୫୮ ମୂଲ୍ୟ : ୧୫୦ ଓଡ଼ିଆ ସାହିତ୍ୟର କବିତା ବିଭାଗରେ କୃଷ୍ଣଚନ୍ଦ୍ର ମହଲା ଏକ ନିଆରା ଶବ୍ଦ ଶିଳ୍ପୀ। ତାଙ୍କ ଅସ୍ପଷ୍ଟ ଉଚ୍ଚାରଣକୁ ସେ କବିତା ମାଧ୍ୟମରେ…

ଜମିଜମା ବିବାଦରୁ ହତ୍ୟା: ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର

ବରଗଡ: ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ସମ୍ପର୍କୀୟ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଘଟିଛି ହତବାକ କରିଦେଲା ଭଳି ଏହି ଘଟଣା।ମୃତକମାନେ ହେଲେ ଗୁରୁଦେବ ବାଗ୍, ତାଙ୍କ…

କଶ୍ମୀରରେ ଜି-୨୦ର ସଫଳତା ଦେଖି ରାଗିଗଲା ପାକିସ୍ତାନ; ୟୁରୋପୀୟ ଦେଶ ଉପରେ ବର୍ଷିଲେ ବିଲାବଲ

ନୂଆଦିଲ୍ଲୀ: କଶ୍ମୀରର ଶ୍ରୀନଗରେ ସୋମବାର ଜି-୨୦ ଟୁରିଜିମ ୱର୍କିଂ  ଗ୍ରୁପର ତିନି ଦିବସୀୟ ବୈଠକ ଚାଲିଛି । ଏହି ବୈଠକରେ ସଦସ୍ୟ ଦେଶ ଭାଗ ନ ନେବା ପାଇଁ ପାକିସ୍ତାନର ଶତଚେଷ୍ଟା  ବିଫଳ ହୋଇଛି ।  ବୈଠକ ସଫଳତାର ସହ ଆଗେଇ ଚାଲିଛି । ଦୁଇ-ଚାରୋଟି ଦେଶକୁ ବାଦ ଦେଲେ ସବୁ ପ୍ରମୁଖ ଦେଶ…

ଚାଲିଛି ୨୦୦୦ ଟଙ୍କିଆ ନୋଟ୍ ବଦଳି, ଏସବିଆଇର ୮୯୦ଟି ଶାଖାରେ ବ୍ୟବସ୍ଥା

ଭୁବନେଶ୍ୱର: ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶ ଦେଇଛି। ଆଜିଠୁ ଲୋକମାନେ ନିଜ ପାଖରେ ରଖିଥିବା ଏହି ବଡ ନୋଟକୁ ବଦଳାଇପାରିବେ। ତେଣୁ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କରେ ଲୋକଙ୍କ…

ମେକ୍ସିକୋରେ ଉଦଗୀରଣ ହେଲା ସବୁଠାରୁ ଭୟଙ୍କର ଆଗ୍ନେୟଗିରି

ମେକ୍ସିକୋ ସିଟି: ମେକ୍ସିକୋର ସବୁଠାରୁ ଭୟଙ୍କର ଜ୍ୱାଳାମୁଖୀ ପୁନର୍ବାର ଉଦଗୀରଣ ହୋଇଛି । ସେଂଟ୍ରାଲ ମେକ୍ସିକୋରେ ଥିବା ପପୋକେଟପେଟଲ ନାମକ ଏହି ଆଗ୍ନେୟଗିରି ଉଦଗୀରଣ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆଲର୍ଟ ଜାରୀ କରାଯାଇଛି । ସ୍କୁଲ ଓ ପାର୍କ ବନ୍ଦ କରାଯାଇଥିବା ବେଳେ ଏହା ଉପରେ ଯିବାକୁ…