Latest Odisha News

BREAKING NEWS

ଯୁବକଙ୍କ ଶରୀରରେ ବ୍ଲଡ଼ ସୁଗାର ୨୬୫୬: କଲେ ଗିନିଜ୍ ୱାଲ୍‌ର୍ଡ଼ ରେକର୍ଡ଼

ନ୍ୟୁ ଜର୍ସି: ଏବେ ଅଧିକାଂଶ ଲୋକ ଡ଼ାଇବେଟିସ୍ ବା ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡ଼ାଇବେଟିସ୍ ନାଁ ଶୁଣିବା ମାତ୍ରେ ଲୋକ ଭୟଭୀତ ହେବା ସହ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରନ୍ତି । ଏମିତି କି ଡାକ୍ତରଙ୍କ ପରାମର୍ଶ ନେବା ସହ ଘରୋଇ ଉପଚାର କରିବାକୁ ଲାଗିପଡ଼ନ୍ତି । ସାଧାରଣତଃ…

ମୁମ୍ବାଇରେ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ମୁମ୍ବାଇରେ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଆପାର୍ଟମେଣ୍ଟ କିଣୁଛନ୍ତି । ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ ଖାନ୍ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡ଼ରେ ଏକ ହୋଟେଲ ଖୋଲିବାକୁ ଯାଉଛନ୍ତି । ସେଥିଲାଗି ସେ ଏକ ପ୍ଲଟ ବି କିଣି ସାରିଛନ୍ତି ।…

ନିଆଁରେ ଜଳିଗଲା ଶରୀରର ୯୬ ପ୍ରତିଶତ, ୨୦୦ ଅସ୍ତ୍ରୋପଚାର ପରେ ସାଜିଗଲେ ମଡ଼େଲ

ବ୍ରିଟେନ୍‌: କଥାରେ ଅଛି ଦୃଢ ମନୋବଳ ଥିଲେ ସଫଳତା ନିଶ୍ଚୟ । ଅନେକ ଲୋକ ଛୋଟ ଦୁର୍ଘଟଣାରେ ହାର ମାନି ଯାଆନ୍ତି । କିନ୍ତ ବ୍ରିଟେନ୍‌ର ଜଣେ ଯୁବତୀ ତାଙ୍କ ଜୀବନରେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ବି କେବେ ହାର ମାନି ନ ଥିଲେ । ଏବେ ଏହି ମହିଳା ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।…

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ…

ବିରୋଧୀ ଏକତାକୁ ଝଟକା! ସିଦ୍ଦରମୈୟାଙ୍କ ଶପଥକୁ ଆସିଲେନି ମମତା, ଉଦ୍ଧବ

ବେଙ୍ଗାଲୁରୁ:  କର୍ଣ୍ଣାଟକରେ ନୂଆ ସରକାରରେ ସିଦ୍ଦରମୈୟା ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୋଦୀ ବିରୋଧୀ ଦଳର ପ୍ରମୁଖ ନେତା ନୀତୀଶ କୁମାର (ଜେଡିୟୁ), ତେଜସ୍ୱୀ…

ଭଲ ଖବର! ଏସିଡ୍ ପୀଡ଼ିତା ପ୍ରମୋଦିନୀ ହେଲେ ମା’

ଭୁବନେଶ୍ୱର: ପ୍ରମୋଦିନୀ ରାଉଳ..ଖବରକାଗଜ ଓ ଟିଭି ଚ୍ୟାନେଲରେ ଜଣେ ପିରିଚିତ ନାଁ। ଯିଏକି ଏସିଡ ଆକ୍ରମଣର ଶିକାର ହୋଇ ବର୍ତ୍ତିବା ପରେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳା ଏବେ ଜଣେ ସନ୍ତାନର ମା' ହୋଇଛନ୍ତି। ପ୍ରମୋଦିନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଏବେ ତାଙ୍କୁ…

୫ ଦିନ ଯାଏ କାଳବୈଶାଖୀ, ୪୨ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । https://twitter.com/mcbbsr/status/1659858927092383744 ଆଗାମୀ…

ମହାନଦୀ ଜଳ ବିବାଦ ମାମଲା: ହୀରାକୁଦ ବନ୍ଧ ବୁଲି ଦେଖିଲେ ଟ୍ରିବ୍ୟୁନାଲ୍ ସଦସ୍ୟ

ସମ୍ବଲପୁର : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ. ଏମ. ଖାନଓ୍ୱିଲକରଙ୍କ ନେତୃତ୍ୱରେ ଶନିବାର ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ଧର କ୍ଷେତ୍ର ପରିଦର୍ଶନ କରିଛନ୍ତି। ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ…

ଅପରାଧୀ ସାବଧାନ! ଭୁବନେଶ୍ବର ଆକାଶରେ ପଇଁତରା ମାରିବ ଡ୍ରୋନ୍!

ଭୁବନେଶ୍ୱର: ଅପରାଧୀ ଓ ଅପରାଧୀଙ୍କ ଷଡ଼ଯନ୍ତ୍ରକୁ ଚେକ୍ ଦେବାକୁ ବ୍ୟାପକ ପଦକ୍ଷେପ ନେଉଛି କମିଶନରେଟ ପୋଲିସ। ଯେତେବେଳେ ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ସମୟରେ ଅପରାଧୀଙ୍କୁ ଚେକ୍ ଦେବାକୁ ଭୁବନେଶ୍ବର ଆକାଶରୁ ନଜର ରଖିବାକୁ ପୋଲିସ ଡ୍ରୋନ୍ ମତୟନ କରିବ ବୋଲି…

ମାଟ୍ରିକ ପରୀକ୍ଷାର ପାସ ହାର ଦେଖି +୨ ସିଟ୍ ସଂଖ୍ୟା ବଢ଼ାଇପାରନ୍ତି ସରକାର

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ୯୬.୪ ପ୍ରତିଶତ ଉଲ୍ଲେଖନୀୟ ସଫଳତା ପରେ ରାଜ୍ଯ ସରକାର ଖୁସି ପ୍ରକଟ କରିଛନ୍ତି କିନ୍ତୁ ଏବେ ପ୍ଲସ୍ ଟୁ ବା ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ପ୍ଲସ୍ ଟୁ…