Latest Odisha News

BREAKING NEWS

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି…

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ମାଓବାଦୀ । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ…

ରଥଖଳା ଅପଡେଟ୍: ସରିଲା ୩ ରଥର ୨୫ ଚକ ନିର୍ମାଣ କାର୍ଯ୍ୟ

ପୁରୀ: ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଗୁରବାର ଦିନ ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ…

ଦୀର୍ଘ ବର୍ଷ ପରେ କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଭୟ; ଟିକାକରଣ ନ ହେବାରୁ ବ୍ୟାପୁଛି ରୋଗ

କୋରାପୁଟ: ବହୁ ବର୍ଷ ପରେ କୋରାପୁଟ ଜିଲ୍ଲାରେ ହଠାତ୍ ମାଡ଼ି ଚାଲିଛି ମାରାତ୍ମକ ଆନ୍ଥ୍ରାକ୍ସ ରୋଗ। କାରଣ ଖୋଜିବାକୁ ଜିଲ୍ଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିଶେଷଜ୍ଞ ଟିମ୍। କାରଣ ଖୋଜିବା ପରେ ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି।  ଭୁବନେଶ୍ୱରୁ ଯାଇଥିବା ଆରଏମ୍‌ଆରସି ଟିମ୍‌ କହିଛି ଯେ…

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ୱର: ଚମ୍ପୁଆାର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ ।  ଆୟକର ବିଭାଗ ପକ୍ଷରୁ ଏହି ରେଡ କରାଯାଇଛି ।  ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ଜଣାଯାଇଛି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦…

ପାକିସ୍ତାନରେ ୨୦ ଛେଳି ଜୀବନ୍ତ ଜାଳିଦେଲେ ବିକ୍ଷୋଭକାରୀ; ଅଧରାତିରେ ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ସମେତ ୩ ଗିରଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଅଶାନ୍ତ ହୋଇପଡିଛି ଦେଶ । ଇମ୍ରାନ ସମର୍ଥକମାନେ ସାରା ଦେଶରେ ପୋଡାଜଳା, ହିଂସା ସୃଷ୍ଟି କରୁଛନ୍ତି । ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି ।  ପଞ୍ଜାବ, ପଖତୁନଖ୍ୱା ଏବଂ ଇସଲାମବାଦରେ ପରିସ୍ଥିତିକୁ…

ଅଟେଇ ଜଙ୍ଗଲରୁ ଗାଏବ ମହାବଳ; ଦୀର୍ଘ ୨୦ ଦିନ ହେବ କଏଦ ହେଉନି ଫଟୋ

କେନ୍ଦୁଝର: ଜଙ୍ଗଳରୁ ଗାଏବ ହୋଇଯାଇଛି ମହାବଳ। ଖୋଜି ପାଉନି ଟ୍ରାପ୍ କ୍ୟାମେରା। କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି ମହାବାଳ ବାଘ। ୨୦ ଦିନରୁ ଅଧିକ ଦିନ ହେଲାଣି ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଲଗାଯାଇଥିଲେ ବି ଏପର୍ଯ୍ୟନ୍ତ ବାଘ ଧରାପଡ଼ୁ ନାହିଁ। ମହାବଳ ବାଘ…

ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ; ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବାତ୍ୟାର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ।  ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି । ବିଭାଗୀୟ ସୂଚନା ଅନୁଯାୟୀ, ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟା ମୋକା…

ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ରାଜନୈତିକ ଭବିଷ୍ଯତ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ବନାମ ଉଦ୍ଧବ ଠାକରେ ବିବାଦ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେବେ। ମାର୍ଚ୍ଚ ୧୬ରେ ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଏହାପୂର୍ବରୁ କୋର୍ଟ ଉଭୟ ପକ୍ଷ ଏବଂ…

ଜୀବନ ରଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ ।…