ଜ୍ୱାଇଁର ଆତଙ୍କରାଜ: ଭୁଜାଲି ମାଡ଼ରେ ଶାଶୂ ଶ୍ୱଶୁର ଲହୁଲୁହାଣ
କେନ୍ଦ୍ରାପଡ଼ା: ଶଶୁର ଘରେ ଜ୍ୱାଇଁ ଘଟାଇଛି ଆତଙ୍କ ରାଜ । ଭୁଜାଲିରେ ହାଣି ଲହୁଲୁହାଣ କରିଛି ଶାଶୁ ଓ ଶଶୁରଙ୍କୁ । ଏପରି କାଣ୍ଡ ଘଟାବା ପରେ ଫେରାର ହୋଇଯାଇଛି ଜ୍ୱାଇଁ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକର କଂସାର ଗ୍ରାମ ପଂଚାୟତର ବାଇପୁର ଗ୍ରାମରେ ।
ବାଇପୁର ଗ୍ରାମର କୁମ…