ଆଖି ଆଗରେ ମୃତ୍ୟୁ ଦୂତକୁ ଦେଖି ବି ଲଢୁଥିଲେ ଯବାନ..ସାମ୍ନାକୁ ଆସିଲା ବିସ୍ଫୋରଣ ପରର ଭିଡିଓ
ଦନ୍ତେୱାଡା: ଛତିଶଗଡ ଦନ୍ତେୱାଡାରେ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ । ଏହି ବିସ୍ଫୋରଣ ପର ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ବିସ୍ଫୋରଣର ମାତ୍ର କିଛି ସମୟ ପରର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଗୁଳି ଫୁଟିବାର ଶବ୍ଦ ବି ଶୁଭୁଛି…