Latest Odisha News

BREAKING NEWS

ପୋଷା କୁକୁର ବନ୍ଧକ ରଖି ବିଳାସପୂର୍ଣ୍ଣ କାର କିଣିଲେ ଯୁବକ

ନ୍ୟୁୟର୍କ: କିଏ ସୁନା,ରୂପା ଅଳଙ୍କାର ହେଉ ବା ଜମିବାଡ଼ି ବନ୍ଧକ ରଖି ଟଙ୍କା ଆଣିବା ଆପଣ ଶୁଣିଥିଲେ । କିନ୍ତୁ ଆମେରିକାର ଜଣେ ଯୁବକ ତାଙ୍କର ଚାରିଟି ପୋଷା କୁକୁରକୁ କାର୍ ଶୋ’ରୁମ୍‌ରେ ବନ୍ଧକ ରଖି ଏକ ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ଆଣିଛନ୍ତି । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ…

ଝିଅ ପାଇଁ ଇଟାଲୀରୁ ଉପହାର ଆଣିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନାସ ଅନେକ ସମୟରେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ପ୍ରିୟଙ୍କା ପ୍ରଥମ ଥର ଝିଅକୁ ଧରି ଭାରତ ଆସିଥିଲେ । ତାଙ୍କ ସହିତ ନିକ୍ ମଧ୍ୟ ଆସିଥିଲେ । ସେତେବେଳେ ସେମାନଙ୍କ ଫଟୋ ସୋସିଆଲ…

ମହିଳା ବ୍ୟାଗରେ ବାନ୍ଧୁଛନ୍ତି ରଙ୍ଗିନ ରିବନ : ଏହାର କାରଣ ଜାଣନ୍ତୁ

ଇଂଲଣ୍ଡ:ସୋସିଆଲ ମିଡିଆ ଏକ ଆଶ୍ଚର୍ଯ୍ୟଜନକ ଦୁନିଆ । ଯେତେବେଳେ କୌଣସି ଧାରା, ପଦ୍ଧତି ଏଠାରେ ଭାଇରାଲ ହୁଏ ଏହାର କାରଣ କେହି ଜାଣନ୍ତି ନାହିଁ । କିନ୍ତୁ ଏହାକୁ ଲୋକେ ଅନୁସରଣ କରିବା ଆରମ୍ଭ କରନ୍ତି । ଅନେକ ଥର ଲୋକମାନେ ଜାଣନ୍ତି ନାହିଁ ଏହା କେବେ ଏବଂ କାହିଁକି ଆରମ୍ଭ ହୋଇଥିଲା । ଏବେ…

ପୁଣି ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କୋରାପୁଟ : ବିରଳ ଧାନ ବିହନର ସଂଗ୍ରାହକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳା ପୂଜାରୀଙ୍କ ପାକଜନିତ ସମସ୍ୟା ହେତୁ ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି। ତାଙ୍କର ଚିକିତ୍ସା…

ଯୁବତୀ ଖାଉଛନ୍ତି କଞ୍ଚା କଲିଜା: ଲୋକେ କହିଲେ ସେ ଝିଅ ନୁହେଁ, ଡ଼ାହାଣୀ

ମାଲେସିଆ: କରୋନା ପରେ ଲୋକମାନେ ଖାଦ୍ୟପେୟ ଉପରେ ବେଶୀ ସତର୍କ ହୋଇଯାଇଛନ୍ତି । ଲୋକମାନେ ଏପରି ଜିନିଷ ଖାଇବାଠାରୁ ଦୂରେଇ ଯାଆନ୍ତି, ଯାହା ସଠିକ୍ ଭାବରେ ରନ୍ଧା ହୋଇ ନ ଥାଏ । କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ…

ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଇଡେନ୍‌ ତାଙ୍କର ଭାରତ ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ…

କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ…

ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ…

କିସ୍‌ରେ ସି -୨୦ ମିଲିୟନ୍ ଲାଇଟ୍ ଶୋ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସିଭିଲ୍ -୨୦ (ସି-୨୦) ଅଧୀନରେ ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମ ୱାର୍କିଂ ଗ୍ରୁପ୍ ସମ୍ମିଳନୀ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ଷ୍ଟାଡିୟମରେ କିସର ୩ ହଜାର ଛାତ୍ରୀ ସି-୨୦ ମାନବ ଲୋଗୋ ତିଆରି କରିବା…

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର…