Latest Odisha News

BREAKING NEWS

ରାଜ୍ୟରେ ଜାରି ହେଲା ମୋଟର ଏଗ୍ରିଗେଟର ନିୟମ, ଏଣିକି ସୁଗମ ଓ ସୁରକ୍ଷିତ ହେବ ଯାତ୍ରୀ ସେବା

ଭୁବନେଶ୍ୱର : ଯାତ୍ରୀ ସେବାକୁ ସୁଗମ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଦେଶର ଷଷ୍ଠ ରାଜ୍ୟ ଭାବେ ମୋଟର ଏଗ୍ରିଗେଟର ନିୟମ ଲାଗୁ କଲା ଓଡ଼ିଶା  । ଅର୍ଥାତ ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସେବା ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ।…

୩ ବନ୍ଧୁକ ଜବତ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫଙ୍କ ଠାରୁ ୩ଟି ସେମି ଅଟୋମେଟିକ୍ ପିସ୍ତଲ୍ ସହ ୧୦ଟି ଗୁଳି, ମୋବାଇଲ୍ ଓ ଛୁରି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର…

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…

ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା, ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ଇଡି କୋର୍ଟରେ ପୁନଃ ଶୁଣାଣି ପାଇଁ ହାଇକୋର୍ଟଙ୍କ…

କଟକ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ…

ଗାଙ୍ଗୁଲି-କୋହଲି ବିବାଦରେ ମୁହଁ ଖୋଲିଲେ ଶାସ୍ତ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ଆଇପିଏଲର ଏକ ମ୍ୟାଚ ପରେ ହାତ ନ ମିଳାଇବା ବେଶ ଆଲୋଚନାର କାରଣ ସାଜିଛି । କୋହଲି ହାତ ନ ମିଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅନୁମାନ…

ଆପଣ ଜାଣନ୍ତି କି ଆଇପିଏଲ ଖେଳିବା ପାଇଁ ୧୦ ଟିମ କେତେ କିଲୋମିଟର ଯାତ୍ରା କରିବେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣ ଧିରେ ଧିରେ ରୋମାଂଚକ ହେବାରେ ଲାଗିଛି । ୫୯ ଦିନ ଧରି ହେବାକୁ ଥିବା ଏହି ଲିଗରେ ୧୦ଟି ଟିମ କେତେ କିଲୋମିଟର ଯାତ୍ରା କରିବେ ତାହା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ । ଏତିକି ଦିନ ମଧ୍ୟରେ ସେମାନେ ପାଖାପାଖି ୧ ଲକ୍ଷ ୬୯ ହଜାର ୫୩୨…

ଅକ୍ଷୟ ତୃତୀୟାରେ ବିଜେଡିର ଗୃହ ପ୍ରବେଶ; ଦଳର ସ୍ଥାୟୀ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ। ଉଦ୍‌ଘାଟନ ହେଲା ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନକୁ  ଉଦଘାଟନ କରିଛନ୍ତି। ଅଢ଼େଇ ଏକର ଜାଗାରେ ନିର୍ମିତ ହୋଇଛି ଏହି ୩ ମହଲା ବିଶିଷ୍ଟ ଶଙ୍ଖ…

ଭୁନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ, ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି ଓ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ରବିବାର ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର…

ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚାଷୀ ଭାଇଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁୂୂବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ…

ଆଜି ଅକ୍ଷୟ ତୃତୀୟା, ଜମିବ ସୁନା ବେପାର

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚଳିତବର୍ଷ ସୁନା ବେପାର ପୂର୍ବାପେକ୍ଷା ଜମିବ। ଅର୍ଥାତ୍ ବେପାର ଭଲ ରହିବ ବୋଲି ରାଜ୍ୟର ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । ସକାଳୁ ସକାଳୁ ଜୁଏଲାରୀ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ନିଜ ପସନ୍ଦର…