Latest Odisha News

BREAKING NEWS

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୮ ଜିଲ୍ଲାରେ କୂଆପଥର ବର୍ଷା

ଭୁବନେଶ୍ୱର : ବଦଳିଛି ପାଣିପାଗ । ଗ୍ରୀଷ୍ମକୋପରୁ ଆଶ୍ୱସ୍ତି ଆଣିଦେଇଛି କାଳବୈଶାଖୀ। କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ…

ଅଭୁଲା ଗୀତ : ଦିଲ୍ ଦେବି

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ନାରାୟଣ ପ୍ରସାଦ ସିଂହ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ ଚଳଚ୍ଚିତ୍ର : ନୂଆବୋଉ, ୧୯୬୨ ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ ବସାଇବି ନେଇ ତୋତେ ଦିଲ୍‌ର ମଞ୍ଜିଲ୍‌ରେ ଦିଲ୍ ଦେବି ଦିଲ୍ ଦେବି ଦିଲ୍‌ଟା ଦେବି ମୋର କାଟିରେ…

ଶିଶୁ କବିତା : ତା’ ଗୁଣ ଗରିମା ଦେଖ

ଅଶୋକ କୁମାର ପ୍ରଧାନ ଟୋପି ଟୋପି ଛିଟା ତୋ ଦୁଇ ଡେଣାରେ ମାଖି ଦେଇଛି କେ କହ ଫୁଲରୁ ଫୁଲକୁ ଉଡୁ ତୁ କେମିତି ଦେଖିବି ମୁଁ, ଟିକେ ରହ। ଟିକି ଟିକି ତୋର ଡେଣା ଯୋଡିକରେ କେ ଦେଇଛି ଏତେ ବଳ ପରଜାପତି ତୁ କି କଳା ଜାଣିଛୁ ଫୁଲକୁ କରୁ, ତୁ ଫଳ। ଫୁଲରେ ବସି ତୁ କେମିତି ତା'ଠାରୁ…

କଂଗ୍ରେସ ନେତା ଶ୍ରୀନିବାସ ବିଭିଙ୍କ ବିରୋଧରେ ମାମଲା ରୁଜୁ କଲା ଆସାମ ପୁଲିସ

ଦିଶପୁର: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ କଲା ପୁଲିସ। ଯାଞ୍ଚ ପାଇଁ କର୍ଣ୍ଣାଟକ ବି ଗଲା। ଶ୍ରୀନିବାସଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣି ଦଳରୁ ବହିଷ୍କାର ହୋଇଥିବା ଅଙ୍ଗକିତାଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି ଆସାମ ଦିଶପୁର…

କବିତା : କୃଷ୍ଣଚୂଡା

ପିନାକୀ ମିଶ୍ର ନାଲିରଙ୍ଗ ନୀଳମନ କାହିଁ ଗଲେ ନୀଳାଞ୍ଜନ !! ଆକାଶ ତ ଅନନ୍ତ ନୀଳିମା ଭ୍ରମରେ ପଡିଲୁ କି ? ବାଉଳି ଛଇଳି ହାତ ବଢେଇଲୁ ନିଜକୁ ମୁକୁଳାକରି ବସନ୍ତରେ ତୁ ମଧୁବାସନ୍ତୀ ଭାରଭାର ଫୁଲର ଥାଟ୍ଟରେ ପାହାନ୍ତି ବସୁମତୀ । ସୂର୍ଯ୍ୟ ଉଠିବା ଆଗୁଁ ପୁବେଇଦୋଳିରେ ତୋ ରଙ୍ଗ…

ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଜକାର୍ତ୍ତା: ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏର ତୀବ୍ରତା ୬.୧ ଥିବା ବେଳେ ଆଉ ଗୋଟିଏ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଛି। ରବିବାର ସକାଳେ ଇଣ୍ଡୋନେସିଆପ କିପୁଲୌନ୍ ବାତୁରେ ଦୁଇଟି ଭୂମିକମ୍ପ ହୋଇଛି। ଇରୋୟପୀୟ ଭୂମଧ୍ୟ ଭୂକମ୍ପ କେନ୍ଦ୍ର ପକ୍ଷରୁ…

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ପରିବର୍ତନ ନିରଂତର ଅଟଇ ଚରିତ୍ର ଭାଷାର କିଛି ବି ନୁହେ ଏଠି ସ୍ଥାୟୀ ବଦଳେ କାଳ ଅନୁଯାୟୀ ଚିତ୍ର ଓ ଅକ୍ଷର ମଧ୍ୟରେ କେତେ ଯେ ଭେଦ ଥାଇପାରେ କରିଲେ ତାହା ଅଧ୍ୟୟନ ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ ସଂପୂର୍ଣ ଭାଷାର ସଂସାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାର ଏକ ମୂଖ୍ୟ ଅଂଶ ହେଲା ଷlଠିଏ ପଉଟି ଭୋଗ ରନ୍ଧନ ଓ ଛପନ ଭୋଗ ପ୍ରସ୍ତୁତି। ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ ଯେଉଁ ସୁଆର ସେବକମାନେ ଏହି ପାକ ପ୍ରକ୍ରିୟାରେ…

ପଳାତକ ଘୋଷିତ ଅମୃତପାଲ ସିଂହ ଗିରଫ

ଅମୃତସର: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂକୁ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରୁ ପୋଲିସ ଗିରଫ କରିଛି। ମିଳିିଥିବା ସୂଚନା ଅନୁସାରେ ସେ ପ୍ରଥମେ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ଗରିଫ କରିଛି। ୩୬ ଦିନ ପରେ ଅମୃତପାଲ ପୋଲିସ ଦ୍ୱାରା ଧରାପଡିଛି। ଅଜନାଲ ଘଟଣା ପରେ ସେ ଫେରାରଥିଲା।…

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…