Latest Odisha News

BREAKING NEWS

କେଉଁ କୁଳର ହେବେ ମୁକୁଲ ରୟ? ଦଳରେ ଅଛନ୍ତି ବୋଲି କହିବା ପରେ ପଶ୍ଚିମବଙ୍ଗ ବିଜେପିରେ ଭିନ୍ନ ମତ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ପୁଣିଥରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟିବା ପରେ ଏକ ପ୍ରେସ କନଫରେନସ ଜରିଆରେ କହିଛନ୍ତି, ସେ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଦଳରେ ଅଛନ୍ତି। ହେଲେ…

ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଜୟପୁର: ବୁଧବାର ଆଇପିଏଲରେ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ ରନରେ ଜିତିଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଟିମ୍ ୨୦…

ଫୁଟିଲାନି ବନ୍ଧୁକ: ବ୍ୟାଙ୍କ ଲୁଟିବାକୁ ଆସି ଖାଲି ହାତରେ ଫେରିଗଲେ ଡକାୟତ

ପାଟଣା: ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ଖବର ଶୁଣିଥିବେ ଯେ କିଛି ଡକାୟତ ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏବଂ ସେମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ଦେଖାଇ ବ୍ୟାଙ୍କ ଲୁଟ କରିନେଲେ। ଅନେକ ଥର ଡକାୟତମାନେ ଲକ୍ଷ ଲକ୍ଷ ମୂଲ୍ୟର ବ୍ୟାଙ୍କଗୁଡ଼ିକୁ ଲୁଟ କରନ୍ତି, କିନ୍ତୁ ସେମାନଙ୍କ ହାତରେ ଥିବା…

ଅତିକ ବ୍ରଦର୍ସକୁ ହତ୍ୟା: ଯୋଗୀଙ୍କୁ ନିୟମର ପାଠ ପଢ଼ାଇଲେ ପାଓ୍ୱାର

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପୋଲିସ୍ ହେପାଜତରେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ହତ୍ୟାର ଶିକାର ହେବା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ଆଉ ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଭଳି ସରକାର…

ଅଜବ ନାମକରଣ : ବାପାମାଆ,୩ ପିଲାଙ୍କ ନାଁ ସମାନ

ଜଣେ ବ୍ୟକ୍ତିର ନାମ ହେଉଛି ତାଙ୍କର ପରିଚୟ । ସେ ସେହି ପରିଚୟ ଦ୍ୱାରା ସାରା ଜୀବନ ପରିଚିତ ହୋଇଥାଏ । ତେଣୁ ନାମର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ବହୁତ ଗୁରୁତ୍ୱ ରଖେ । ସେଥିଲାଗି ପ୍ରତ୍ୟେକ ବାପାମାଆ ପିଲା ଜନ୍ମ ପୂର୍ବରୁ ନାମ ବାଛିକି ରଖିଥାନ୍ତି । ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କ…

କାରକୁ କଏନ୍‌ରେ ସଜ୍ଜେଇଲେ ଯୁବକ

ଦୁନିଆରେ ଅନେକ ଲୋକ କିଛି ନୂଆ କରି ଦେଖାଇବାରେ ଆଗ୍ରହ ରଖନ୍ତି । ଏପରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ଏପରି ଜଣେ ଯୁବକ ଅଛନ୍ତି ଯିଏ ନିଜ କାରକୁ ନିଆରା ଲୁକ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ପସନ୍ଦ ବି କରିବେ । ଏହାର ଏକ ଭିଡ଼ିଓ ଏବେ…

ଏମିତି ଏକ ଗାଁ : ମାନସିକ ପୂରଣ ପାଇଁ ଯେଉଁଠି ଲୋକେ କରନ୍ତି ଭୂତକୁ ପୂଜା

କୋଲକତା: ଦୁନିଆରେ ଏନେକ ପୂଜା ପର୍ବ ରହିଛି । ଯାହାକୁ ଲୋକେ ରୀତିନୀତି ଅନୁସାରେ ପାଳନ କରିଥାନ୍ତି । ଏଥିସହ ନିଜର ଇଛା ପୂରଣ ପାଇଁ ମାନସିକ ରଖି ବିଭିନ୍ନ ପୂଜା ମଧ୍ୟ କରନ୍ତି । ସେହପରି ପଶ୍ଚିମବଙ୍ଗରେ ଏକ ନିଆରା ପୂଜା କରାଯାଏ, ଯାହାର ନାଁ ହେଉଛି ଭୂତ୍ ପୂଜା । ପଶ୍ଚିମବଙ୍ଗର ନଦିଆର…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଠାରେ ଯକ୍ଷ୍ମା (ଟିବି) ଉପରେ ସଚେତନତା ଡ୍ରାଇଭ୍ ଏକ ସିରିଜ୍ ସମାପ୍ତ କରି ୧୩ ଟି ଗାଁର ୩୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଂଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ହଁ, ଆମେ ଟିବି ଶେଷ…

ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ନଜର ଆସିବେ । ‘ଆଇପିଏସ୍ ଦୁର୍ଗା’ ଫିଲ୍ମରେ ସେ ଆଇପିଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଜଣେ ନିର୍ଭୀକ ମହିଳା ପୋଲିସ…

୮ ରାଜ୍ୟରେ ମାଡୁଛି କରୋନା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି…