Latest Odisha News

BREAKING NEWS

ଛେଳି ବେପାରୀଙ୍କୁ ଗୁଳିକରି ଲୁଟି ନେଲେ ୯ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଲେଫ୍ରିନଡ଼ା ଥାନା ଅନ୍ତର୍ଗତ ଛଟେନପାଳି ତାରିଣୀ ମନ୍ଦିରଠାରେ ଗୁଳିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ମୃତକ ଛେଳି ବେପାରୀ ଜଣକ…

୭୫ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର ; ବଦଳିଛି ରଙ୍ଗ, ରୂପ ତଥାପି ରହିଛି ଅନେକ ସମସ୍ୟା

ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ୧୯୪୮ ମସିହା ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ…

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର…

ଭାଷା ଭାଗବତ : ଭାଷାର ଅବକ୍ଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ୟ ଭାଷାବଂତ ପ୍ରାଣୀ ଏତିକି ପାରୁନାହିଁ ଜାଣି ଜାଣିଲେ ପାରୁନାହିଁ ମାନି ଏହା ତା ସଭ୍ୟତା କାହାଣୀ ସୂକ୍ଷ୍ମ ଭାବନା କରି ଚିଂତା କହିବା, ଲେଖିବା ଦକ୍ଷତା କରିଛି କେବଠୁଁ ଅର୍ଜନ ତେବେ ବି ସଦା ସଂଦିହାନ ନିଜର ବ୍ୟକ୍ତିଗତ ଖୋଇ…

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ଓ ସେବକଙ୍କ ବିଷୟରେ ଆଲୋଚନା ଅବସରରେ ଆମେ ଜାଣିଲେ ଏକ ଭିନ୍ନ ସେବକ "ସୁଧ ସୁଆର "ଙ୍କ ବିଷୟରେ। ସେହି ସୁଧ ସୁଆର ସେବାର ଅନ୍ୟ ଏକ ସ୍ୱରୂପ ହେଲା "ଅଣସର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା । - ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ…

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ…

ରଥଯାତ୍ରା ପୂର୍ବରୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ତ?

ପୁରୀ: ଆଗକୁ ରଥଯାତ୍ରା। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଦୌଡି ଆସିବେ। ରଥଯାତ୍ରାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହାରି…