ପୁରୀ-ହାୱଡ଼ା ମଧ୍ୟରେ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଚୂଡ଼ାନ୍ତ ସମୟ ସାରଣୀକୁ ଅପେକ୍ଷା
ଭୁବନେଶ୍ୱର:ଓଡ଼ିଶାରେ ଖୁବ ଶୀଘ୍ର ଚାଲିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍। ସୂଚନା ଅନୁସାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନ୍ ଖୁବ ଶୀଘ୍ର ଚଳାଚଳ କରିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ସମୟ ସାରଣୀ ଅନୁସାରେ ସପ୍ତାହକୁ ତିନି ଥର ଏହି…