ଫିଫା ର୍ୟାଙ୍କିଙ୍ଗ: ଭାରତକୁ ୫ ସ୍ଥାନର ଫାଇଦା
ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ଆର୍ଜେଂଟିନା ୬ ବର୍ଷ ପରେ ଫିଫା ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ଭାରତର ର୍ୟାଙ୍କିଙ୍ଗରେ ମଧ୍ୟ ସୁଧାର ହୋଇଛି । ଭାରତୀୟ ଫୁଟବଲ ଟିମ ୫ଟି ସ୍ଥାନ ଉନ୍ନୀତ ହୋଇ ୧୦୧ ସ୍ଥାନରେ ରହିଛି । ଫ୍ରାନ୍ସ ଦ୍ୱିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ…