Latest Odisha News

ମ୍ୟାଚ ଜିତିବା ପରେ ଖୁସିନଥିଲେ ଧୋନୀ, ଡ୍ରେସିଂ ରୁମରେ ଖେଳାଳିଙ୍କୁ କଲେ ତାଗିଦ!

ଚେନ୍ନାଇ: ଯଦିଓ ଚେପକରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୨ ରନରେ ପରାସ୍ତ କରିଛି ହେଲେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳର ଖେଳାଳିଙ୍କ ଉପରେ ଅସନ୍ତୋଷ ଥିବା ସୂଚନା ରହିଛି। ମ୍ୟାଚରେ ଯେଉଁଭଳି ଭାବେ ଓ୍ୱାଇଡ୍ ଏବଂ ନୋ ବଲ୍ ଦେଇଥିଲେ ବୋଲର ତାକୁ…

ଝାରସୁଗୁଡାରେ କଂଗ୍ରେସର ଚୟନ କମିଟି, ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା

ଝାରସୁଗୁଡା: ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ କିଏ କଂଗ୍ରେସ ପ୍ରାର୍ଥୀ ହେବେ ସେ ନେଇ ଆରମ୍ଭ ହୋଇଛି କସରତ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଏ ନେଇ ଝାରସୁଗୁଡାରେ ପହଁଚିଛନ୍ତି। ସାଲୁଜାଙ୍କ ରିପୋର୍ଟ ଆଧାରରେ ବିଧାୟକ ପ୍ରାର୍ଥୀ କିଏ…

ଜାପାନରେ ପହଁଚିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ପହଁଚିବା ପରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜୋର୍ଜ ଏବଂ ଦୂତାବାସ ଅଧିକାରୀ ସ୍ବାଗତ କରିଥିଲେ। ସୋମବାରଠୁ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ନବୀନ। ଗତକାଲି ଏକ ଚାଟାର୍ଡ ବିିମାନ ଯୋଗେ…

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ  ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ…

ପୁସ୍ତକ ପରିଚୟ : ଝଞ୍ଜାବର୍ତ୍ତ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଝଞ୍ଜାବର୍ତ୍ତ ଗାଳ୍ପିକା : ସୁନନ୍ଦା ବି ମହାପାତ୍ର ପ୍ରକାଶକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ପୃଷ୍ଠା : ୧୬୮, ମୂଲ୍ୟ : ୧୮୯ ମାତ୍ର ! କ୍ଷୁଧାର୍ତ୍ତ କ'ଣ ଦେଖେ କିଏ ଖାଦ୍ୟ ଆଉ କିଏ ଅଖାଦ୍ୟ ? କିଏ ଯୋଗ୍ୟ କିଏ ଅଯୋଗ୍ୟ ?…

ଆଜିଠୁ ହିଙ୍ଗୁଳା ଯାତ୍ରା ; ଚଳଚଞ୍ଚଳ ଗେପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳ ପ୍ରସାଦ ପୀଠ । ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ । ପ୍ରତିବର୍ଷ ମା ହିଙ୍ଗୁଳା ଅଗ୍ନିରୂପରେ ଭକ୍ତଙ୍କୁ ଦର୍ଶନ…

ଅପେରାର ରେକର୍ଡ ଡ୍ଯାନ୍ସକୁ ନେଇ କମେଣ୍ଟ, ଦୁଇ ଗୋଷ୍ଠୀ ହାତାହାତି

ଗଞ୍ଜାମ: ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୂଆମହୁଲିଆ ଗାଁରେ ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। 'ଦାଣ୍ଡ ନାଚ' ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୁହଁ ସଞ୍ଜ ବେଳକୁ ଏକ ଜଙ୍ଗଲିଆ ରାସ୍ତାଦେଇ ଗାଡ଼ି ଗତି କରୁଥିଲା । ଆଗରେ ବସିଥିବା ଦୁଇସାଙ୍ଗ ଗପର ପସରା ଖୋଲି ଦେଇଥିଲା । ସନ୍ଧ୍ୟା ଧୀରେ ଧୀରେ ଅପସରି ଯାଉଥିଲା । ଶୁନ୍‌ଶାନ୍ ରାସ୍ତାରେ କାଁ ଭାଁ ଗୋଟେ ଦି’ଟା…

ଟ୍ବିଟରର ଲୋଗୋ ‘ନୀଳ ପକ୍ଷୀ’ ବଦଳରେ ‘କୁକୁର’ କାହିଁକି ରହିଲା, ଜାଣନ୍ତୁ ମସ୍କଙ୍କ ମନର…

ନ୍ୟୁୟର୍କ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ବର୍ତ୍ତମାନ ଟିକେ ଭିନ୍ନ ଦେଖାଯିବା ଆରମ୍ଭ କରିଛି। କାରଣ ଏହାର 'ନୀଳ ପକ୍ଷୀ' ଏବେ ଉଡ଼ି ଯାଇଛି ଏବଂ ଗୋଟିଏ କୁକୁର ଆସି ସେହି ସ୍ଥାନରେ ବସିଛି। ଟ୍ୱିଟର ଏହାର 'ବ୍ଲୁ ବାର୍ଡ' ଲୋଗୋକୁ 'ଡୋଜ୍' ରେ ପରିବର୍ତ୍ତନ କରିଛି। ବର୍ତ୍ତମାନ ଲୋକଙ୍କ ମନରେ…

କବିତା : ତୁମେ

ସଫଳା ଦାସ  ତୁମେ ମନ ପଡ ନିଶବ୍ଧ ରାତ୍ରିରେ ନିରବତା ନୟନରେ ପୁଣି ମନେ ପଡ ଅଦିନ ବର୍ଷାରେ ବିଜୁଳି ଚମକେ ଦେହେ । ତୁମ ଗୁମସୁମ୍ ସତେକି ରାଗ ଅଭିମାନରେ ଦିଏ କିଛି କଷ୍ଟରେ ପୁଣି ବେଶୀ ମନେ ପଡ ତୁମ ଚାହାଣୀରେ ଆଖି ଥାଉ । ଶୀତ ଅନୁଭବେ ଉଷ୍ଣ ଶିହରଣେ ତୁମ ମିଠା କଥା…