ରାଗିଂ ନେଇଗଲା ଜୀବନ ! ହଷ୍ଟେଲରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ
ଯାଜପୁର: ରାଗିଂ ନେଇଗଲା ଜୀବନ ! ଜୀବନ ହାରିଦେଲେ ଇଞ୍ଜିନିୟର ଛାତ୍ରୀ । ରାଗିଂ ସହି ନ ପାରି ଝୁଲିପଡିଲେ ୩ୟ ବର୍ଷ ଇଲେକ୍ଟ୍ରିକାଲର ଛାତ୍ରୀ ରୋଜାଲି ପାତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ…