Latest Odisha News

BREAKING NEWS

ଆନ୍ଦୋଳନ ବେଳେ ମୁହାଁମୁହିଁ, ୬ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ନିକଟସ୍ଥ ପକୋଡ଼ିବନ୍ଧ ଛକରେ ଗୁରୁବାର ଡ୍ରାଇଭର ସଙ୍ଘ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟ ହିଂସାତ୍ମକ ରୂପ ନେବା ପରେ ମୁହାଁମୁହିଁ ହୋଇଛନ୍ତି ଡ୍ରାଇଭର ଓ ପୋଲିସ ଅଧିକାରୀ। ଏହି ଘଟଣାରେ ୬ ପୋଲିସ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ…

ତିନି ମାସରେ ଡ୍ରାଇଭର ସଙ୍ଘର ଦାବି ପୂରଣ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଦୁଇ ଦିନ ଧରି ଆନ୍ଦୋଳନରତ ଡ୍ରାଇଭର ସଙ୍ଘକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତିନି ମାସ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ। ମୁଖ୍ୟ ଶାସନ ସଚିବ ଓ ଡ୍ରାଇଭର ମହାସଙ୍ଘର…

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଙ୍ଗୀତ ସନ୍ଧ୍ୟା

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ -୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ୧୦ ଦିନ…

ଏନ୍‌ସେଫାଲୋସେଲେସରେ ପୀଡ଼ିତ ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାରରେ ସଫଳ ହେଲେ ସମ୍ ସର୍ଜନ୍‌

ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍ । ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି…

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍…

କିଟ୍‍ ଟିବିଆଇ ପକ୍ଷରୁ ୟୁକେ-ଇଣ୍ଡିଆ ହେଲ୍‍ଥ ବୁଟ୍‍କ୍ୟାମ୍ପ

ଭୁବନେଶ୍ୱର: କିଟ୍‍ ଟିବିଆଇ, ଏକାଡେମୀକ୍‍ ହେଲ୍‍ଥ ସାଇନ୍‍ସ ନେଟୱର୍କ, ହମ୍ବର, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍ ମିଳିତ ଆନୁକୂଲ୍ୟରେ ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍‍ଥଟେକ୍‍ ବୁଟ୍‍କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଡିଜିଟାଲ୍‍…

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ରାଇଭରଙ୍କ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…