Latest Odisha News

BREAKING NEWS

ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା !

ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି ଘଟଣାର ଭିଡିଓକୁ ନେଇ ଆରମ୍ଭ ହୋଇଥିଲା ପୋଲିସର ତନାଘନା ।

ଏହି ବର୍ବର ଘଟଣାରେ ପ୍ରତ୍ୟକ୍ଷ ଭାବେ ଲିପ୍ତ ଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରିଫ କରିଛି । ଅତି ନିର୍ମମ ଭାବେ ତିନି ଅଭିଯୁକ୍ତ ଏକ ଡଲଫିନକୁ ଅତି ନିର୍ମମ ଭାବେ ହତ୍ୟା କରିବା ନେଇ ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ । ଗତବର୍ଷ ଡିସେମ୍ବର ୩୧ରେ ସମସ୍ତ ଅଭିଯୁକ୍ତ ପୋଲିସ ହାତରେ ଗିରଫ ହୋଇଥିଲେ ।

Leave A Reply

Your email address will not be published.