କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି ।
ଆଜି କୌଣସି ସୂତ୍ରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଥିଲା । ଏତିକିବେଳେ ବୌଦ୍ଧରୁ ଗଞ୍ଜେଇ ନେଇ ଆସୁଥିବା କାରକୁ ଯାଞ୍ଚ କରାଯାଇଥିଲା । ଜବତ ଗଞ୍ଜେଇପ ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ ।୍
BREAKING NEWS
- ଟି୨୦ ବିଶ୍ୱକପରେ ଅଭିଷେକଙ୍କ ଅଲୋଡା ବିଶ୍ୱରେକର୍ଡ
- ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି
- Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି
- ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର
- କୁନୋରେ ବଢିଲା ଚିତା ସଂଖ୍ୟା; ଗାମିନୀର ୩ ଶାବକ ଜନ୍ମ
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ
- ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ
- ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ
- opium cultivation: ୩ଏକରର ବେଆଇନ ଅଫିମ କ୍ଷେତ ଠାବ, ଆନୁମାନିକ ମୂଲ୍ୟ ୪୨ଲକ୍ଷ
- ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ
Comments are closed.