Latest Odisha News

BREAKING NEWS

୧୦୨ କିଲୋ ଗଞ୍ଜେଇ ଜବତ, ୪ ବେପାରୀ ଗିରଫ

କନ୍ଧମାଳ: ବେଆଇନ ଗଞେଜଇ ଚାଲାଣ ବେଳେ ଧରିଲା ପୋଲିସ । ୧୦୨ କିଲୋ ଗଞ୍ଜେଇ ଜବତ ହେବା ସହ ୪ ଜଁ ଗିରଫ । କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲଣ ଗ୍ୟାଙ୍ଗକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥଲେ । ସାଡିଙ୍ଗିଆ ପଟୁ ଆସି ବଲାଙ୍ଗିର ଜିଲାକୁ ଗଞ୍ଜେଇ ଚାଳଣ କରୁଥିଲେ କ୍ଷ ସୂଚନା ପାଇ ପୋଲିସ ଯାଞ୍ଚ କରିବା ବେଳେ ଧରା ପଡିଥିଲେ ।

Leave A Reply

Your email address will not be published.