ୱାଶିଂଟନ: ସୋସିଆଲ ସାଇଟରେ ଏବେ ଷ୍ଟାର ସାଜିଛି ବିଗ୍ କୋକୋ ପଫ ନାମକ ଠେକୁଆ । ଇନଷ୍ଟାଗ୍ରାମରେ ଏହାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋର୍ସ । ଆସନ୍ତୁ ଜାଣିବା ଏହି ବିଶାଳକାୟ ଠେକୁଆ ବିଷୟରେ । ଏହାର ମାଲିକ ମ୍ୟାକ ସ୍ମିଥ ତାଙ୍କ ପିଲାମାନଙ୍କ ପାଇଁ ଏକ ପୋଷା ଜନ୍ତୁ ଆଣିବା ପାଇଁ ଚାହୁଁଥିଲେ । ବିଶେଷ କରି ଝିଅ ମେସି ଜୀବଜନ୍ତୁଙ୍କୁ ବେଶି ଭଲ ପାଉଥିଲା । କୁକୁର, ବିଲେଇ ଆଣିବା ବଦଳରେ ନିରୀହ ଠେକୁଆ ଆଣିଥିଲୁ ।
ଧିରେ ଧିରେ ଏହି ଠେକୁଆ କୋକୋ ପଫ୍ ସମସ୍ତଙ୍କ ପ୍ରିୟ ହୋଇଗଲା । ତାହାର ଶରୀର ମଧ୍ୟ ଅନ୍ୟ ଠେକୁଆ ତୁଳନାରେ ବଢ଼ିବାକୁ ଲାଗିଲା । ବର୍ତମାନ ଏହା ଏକ କୁକୁର ସମକକ୍ଷ ହୋଇଗଲାଣି । ସବୁଦିନ ବିଭିନ୍ନ ପ୍ରକାର କଂଚା ପରିବା ଓ ଫଳ ତାକୁ ଖାଇବାକୁ ଦିଆଯାଇଥାଏ ବୋଲି ମେସିର ମାଆ ଲିଣ୍ଡସେ କହିଛନ୍ତି । ସୋସିଆଲ ସାଇଟରେ ଆମେ କୋକୋ ପଫ୍ ଲାଗି ପରିଚିତ ହୋଇଥିବାରୁ ଗର୍ବ ଅନୁଭବ କରୁଛୁ ବୋଲି କହିଛନ୍ତି । ବିଭିନ୍ନ ସୋସିଆଲ ସାଇଟରେ ଆମେ ଏହାର ଭେରିଫାଇଡ ଆକଂଉଟ ଖୋଲିଛୁ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.