Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁନାର ପାହାଡ଼ରେ ଟନ୍ ଟନ୍ ସୁନା

ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏହି ଘଟଣା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ରହସ୍ୟମୟୀ ସୁନାର ପାହାଡ଼ ରହିଛି । ଏହି ପାହାଡରେ ଟନ୍ ଟନ୍ ସୁନା ରହିଥିବା କଥା କୁହାଯାଇଛି । ହେଲେ ଏହି ସ୍ଥାନରୁ କିନ୍ତୁ ଆଜି ଯାଏଁ କେହି ବି ଟିକେ ମାତ୍ର ସୁନା ଉତ୍ତୋଳନ କରିପାରିନାହିଁ। ଏତେ ମାତ୍ରାରେ ସୁନା ଥାଇ ବି କଣ ପାଇଁ ଏଠାରୁ ଏସବୁ ଉଦ୍ଧାର କରାଯାଇପାରିନି। କଣ ରହିଛି ଏଠାରେ ରହସ୍ୟ ?? 

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହାର ପ୍ରକୃତ କାରଣ ଖୋଲିପାରି ନାହିଁ । ଏହାର କାରଣ ଖୋଜିବାକୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସାରାଜୀବନ ବିତାଇ ଦେଇଥିଲେ ବି ଖୋଲି ପାରିନାହିଁ ଏହାର ରାଜ୍ । 

ଆଫଗାନିସ୍ତାନ ଓ ଆମେରିକା ସୀମା ମଧ୍ୟରେ ରହିଛି ଏରିଜୋନା ପାହାଡ, ଯେଉଁ ପାହାଡ ତଳେ ଟନ ଟନ ଓଜନର ସୁନା ଥିବା କଥା କୁହାଯାଇଛି । ଅନେକ ଲୋକ ବି ସୁନା ସନ୍ଧାନରେ ଏଠାକୁ ଯାଇଛନ୍ତି । ହେଲେ ଅନେକ ଦିନ ଖୋଜା ଖୋଜି କରିବା ପରେ ନା ତାଙ୍କୁ ସୁନା ମିଳିଛି ନା ସେମାନେ ଫେରିଛନ୍ତି ।

ଏହି ପାହାଡରେ ଏତେ ଗରମ ଓ କେବେ କେବେ ଏତେ ଥଣ୍ଡା ପଡିଥାଏ ଯେ ଏଠାକୁ ଯାଉଥିବା ଲୋକମାନେ ବଞ୍ଚିପାରି ନଥାନ୍ତି । ହେଲେ ସୁନା ପାଇବା ଲୋଭରେ ଏଠାକୁ ଲୋକମାନେ ବାରମ୍ବାର ଯାଇଥାନ୍ତି । ଏବେ ଏଠିକାର ପ୍ରଶାସନ ଏହି ପାହାଡ ନିକଟକୁ ଯିବାକୁ ଲୋକମାନଙ୍କୁ ବାରଣ କରିଛି ।

ଆଜି ପର୍ଯ୍ୟନ୍ତ ବହୁତ ଲୋକ ସେହି ସ୍ଥାନକୁ ଯିବାକୁ ପ୍ରୟାସ କରି ଫେଲ୍ ମାରିଛନ୍ତି। ଏବେ ବି କିଛି ଲୋକ ସେଠାକୁ ଯାଇ ଆଉ ଫେରି ନାହାନ୍ତି। ତେବେ ସେଠଶରେ ଥିବା ତାପମାତ୍ରା ଦାୟୀ ନା ଆଉ କଣ ରହିଛି ରହସ୍ୟ। ତାହା ଆଜି ଯାଏ କେହି ବି ଜାଣିପାରିନାହାନ୍ତି। ଏହି ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଯାଇଛି।

 

Comments are closed.